Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଖର ଧଓ୍ବନ୍‌ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ୍‌ : ଗାଙ୍ଗୁଲି
ଆଜିର ଖବର

ଶିଖର ଧଓ୍ବନ୍‌ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ୍‌ : ଗାଙ୍ଗୁଲି

April 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
dhawan is one of the greatest opening batsman
dhawan is one of the greatest opening batsman

ଭାରତୀୟ ଓପ୍‌ନର ଶିଖର ଧଓ୍ବନ୍‌ଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଚଳିତ ସିଜିନ୍‌ର ଆଇପିଏଲ୍‌ ଖେଳୁଥିବା ଧଓ୍ବନ୍‌ କେକେଆର ବିପକ୍ଷରେ  ୬୩ବଲ୍‌ରୁ ୯୭ ରନ୍‌ର ଇନିଂସ ଖେଳିବା ସହିତ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ନିଜ ଆଇପିଏଲ୍‌ କ୍ୟାରିୟରର ୧୫୦ତମ ମ୍ୟାଚ୍‌ ଖେଳୁଥିବା ଧଓ୍ବନ୍‌ଙ୍କ ବ୍ୟାଟିଂକୁ ଦାଦା ପ୍ରଶଂସା କରିବା ସହିତ ଧଓ୍ବନ୍‌ ଏବଂ ରୋହିତଙ୍କ ଯୋଡି ଚଳିତ ସମୟର ଶ୍ରେଷ୍ଠ ଓପନିଂ ଯୋଡି ବୋଲି କହିଥିଲେ । ଗାଙ୍ଗୁଲି କହିଥିଲେ କି, ଆଇପିଏଲ୍‌ ନିଲାମୀ ପୂର୍ବରୁ ଦଳ ଧଓ୍ବନଙ୍କୁ କିଣିବାକୁ ଚାହୁଁଥିଲା । ବିଜୟ ଶଙ୍କର, ଶାହବାଜ ନଦୀମ ଏବଂ ଅଭିଷେକ ଶର୍ମାଙ୍କ ବଦଳରେ ଦଳ ଧଓ୍ବନଙ୍କୁ ପ୍ରତ୍ୟର୍ପଣ କରିଥିଲା ହାଇଦ୍ରାବାଦ ସହିତ । ସେହିପରି ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଚରଣରେ ପ୍ରବେଶ କରୁଥିବା ବେଳେ ଧଓ୍ବନ୍‌ ଫର୍ମକୁ ଫେରିବା ଦିଲ୍ଳୀ ସହିତ ଭାରତୀୟ ଟିମ୍‌ ପାଇଁ ଶୁଭ ସୂଚନା । ଧଓ୍ବନ୍‌ ଇଂଲଣ୍ଡ ପରିବେଶରେ ସର୍ବଦା ଭଲ ଖେଳନ୍ତି ତେଣୁ ସେ ନିଶ୍ଚୟ ଭଲ କରିବେ ବୋଲି କହିଛନ୍ତି ସୌରଭ । ପୂର୍ବରୁ ଚାମ୍ପିୟନ୍ସ ଟ୍ରଫିରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଘୋଷିତ ହୋଇଥିଲେ ଧଓ୍ବନ୍‌ । ଦୁଇଟି ଫର୍ମାଟ୍‌ ସମ୍ପୂର୍ଣ୍ଣ ଅଲଗା ହୋଇଥିଲେ ମଧ୍ୟ ଧଓ୍ବନ୍‌ ଭଲ ଖେଳିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗାଙ୍ଗୁଲି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.