Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେଟ୍‌ଫ୍ଲିକ୍ସ ଓ୍ବେବ୍‌ ସିରିଜ୍‌ରେ ପୁଣିଥରେ ଏକତ୍ର ଆସିବେ ଅଲୀ-ଶ୍ରୀୟା
ଆଜିର ଖବର

ନେଟ୍‌ଫ୍ଲିକ୍ସ ଓ୍ବେବ୍‌ ସିରିଜ୍‌ରେ ପୁଣିଥରେ ଏକତ୍ର ଆସିବେ ଅଲୀ-ଶ୍ରୀୟା

April 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ali and supriya together in Netflix next
ali and supriya together in Netflix next

ଡିଜିଟାଲ ପ୍ଲାଟଫର୍ମ ଲୋକପ୍ରିୟତାର ଶୀର୍ଷରେ ରହିଥିବା ବେଳେ ବଲିଉଡ ତାରକା ମାନେ ସିଲ୍‌ଭର ସ୍କ୍ରିନ୍‌ ସହିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ପ୍ରାଧାନ୍ୟ ଦେଉଛନ୍ତି । ନିକଟରେ ନେଟ୍‌ଫ୍ଲିକ୍ସ ପକ୍ଷରୁ ଘୋଷଣା କରାଯାଇଥିବା ଏହାର ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି ଅଲୀ ଫଜଲ ଏବଂ ଶ୍ରୀୟା ପିଲଗାଓଁକର । ଅଲୀ ଏବଂ ଶ୍ରୀୟା ଉଭୟ ଏକତ୍ର ଆମାଜନ୍‌ ପ୍ରାଇମ୍‌ର ମିର୍ଜାପୁରର ପ୍ରଥମ ଭାଗରେ ନଜର ଆସିଥିଲେ । ମିର୍ଜାପୁରର ଦ୍ବିତୀୟ ଭାଗ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ଶ୍ରୀୟାଙ୍କୁ ଦେଖିବାକୁ ମିଳିବନାହିଁ । ଖ୍ୟାତନାମା ନିର୍ଦ୍ଦେଶକ ଶଶାଙ୍କ ଘୋଷ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ଏହା ଏକ ଫିଲ୍ମ ରହିବ କି ଓ୍ବେବ୍‌ ସିରିଜ୍‌ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ ନେଟ୍‌ଫ୍ଲିକ୍ସ । ଉଭୟ ପୁନର୍ବାର ଏକତ୍ର ଆସୁଥିବାରୁ ଏନେଇ ଖୁସି ଜାହିର କରିଛନ୍ତି ଅଲୀ ଓ ଶ୍ରୀୟା । ଶଶାଙ୍କ ନିକଟରେ ବୀରେ ଦ ଓ୍ବେଡିଙ୍ଗର ନିର୍ଦ୍ଦେଶନା ଦେଇଥିବା ବେଳେ ଅଲୀ ଫଜଲ ତିଗମାଂଶୁ ଧୂଲିଆଙ୍କ ‘ମିଲନ ଟକିଜ୍‌’ରେ ନଜର ଆସିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026
Latest News

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ନୀତିଶ କୁମାର: ଏବେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା?

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.