Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଙ୍ଗାପୁର ଓପନରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ : ସେମିରୁ ବିଦା ହେଲେ ସିନ୍ଧୁ
ଆଜିର ଖବର

ସିଙ୍ଗାପୁର ଓପନରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ : ସେମିରୁ ବିଦା ହେଲେ ସିନ୍ଧୁ

April 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଙ୍ଗାପୁର ଓପନ ସେମିରୁ ବିଦାୟ ନେଇଛନ୍ତି । ସିନ୍ଧୁଙ୍କ ବିଦାୟ ସହିତ ସିଙ୍ଗାପୁର ଓପନ ୨୦୧୯ରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି । ଓକୁହାରା ମାତ୍ର ୩୭ମିନିଟ୍‌ ସମୟ ନେଇ ଏକପାଖିଆ ଭାବରେ ସିନ୍ଧୁଙ୍କୁ ପରାସ୍ତ କରିଥିୁଲେ । ୨୧-୭ ଏବଂ ୨୧-୧୧ ସେଟ୍‌ରେ ଓକୁହାରା ସିନ୍ଧୁଙ୍କୁ ପରାସ୍ତ କରିଥିଲେ । କ୍ବାର୍ଟର ଫାଇନାଲରେ ସାଇନାଙ୍କୁ ପରାସ୍ତ କରିଥିବା ଜାପାନର ନୋଜୋମି ଓକୁହାରାଙ୍କ ଶକ୍ତିଶାଳୀ ସ୍ମାସ୍‌ ସାମ୍ନାରେ ସିନ୍ଧୁଙ୍କ ଚମକ ଫିକା ପଡିଯାଇଥିଲା ।  ଦୁଇ ସପ୍ତାହ ମଧ୍ୟରେ ସିନ୍ଧୁଙ୍କର ଏହା ଦ୍ବିତୀୟ ସେମିଫାଇନାଲ୍‌ ପରାଜୟ । ପୂର୍ବରୁ ଇଣ୍ଡିଆନ୍‌ ଓପନ୍‌ର ସେମିରୁ ମଧ୍ୟ ବିଦାୟ ନେଇଥିଲେ ସିନ୍ଧୁ । ଏହି ପରଜାୟ ସହିତ ଓକୁହାରା ଏବଂ ସିନ୍ଧୁଙ୍କ ବିଜୟ ବ୍ୟବଧାନ ୭-୭ରେ ପହଞ୍ଚିଛି । ଟାଇଟଲ ମୁକାବିଲା ପାଇଁ ବିଶ୍ବ ମାନ୍ୟତାରେ ତିନି ନମ୍ବର ସ୍ଥାନରେ ରହିଥିବା ଓକୁହାରା ଏକ ନମ୍ବର ସ୍ଥାନରେ ରହିଥିବା ଚାଇନିଜ୍‌ ତାଇପେର ଟାଇ ଜୁ ଜଙ୍ଗଙ୍କ ମୁକାବିଲା କରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 27, 2026
Latest News

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.