Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରେ ପହଁଚିବେ ଉଭୟ ମହିଳା ଓ ପୁରୁଷ ହକି ଦଳ, ନବୀନ କରିବେ ସମ୍ବର୍ଦ୍ଧନା
ଆଜିର ଖବର

ଆଜି ଭୁବନେଶ୍ବରରେ ପହଁଚିବେ ଉଭୟ ମହିଳା ଓ ପୁରୁଷ ହକି ଦଳ, ନବୀନ କରିବେ ସମ୍ବର୍ଦ୍ଧନା

August 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଭୁବନେଶ୍ବରରେ ପହଁଚିବେ ଉଭୟ ମହିଳା ଓ ପୁରୁଷ ହକି ଦଳ, ନବୀନ କରିବେ ସମ୍ବର୍ଦ୍ଧନା

ଭୁବନେଶ୍ୱର, ଟୋକିଓ ଅଲମ୍ପିକ୍ସରେ ଖେଳିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳ ଆଜି ଓଡିଶା ଆସିବେ।  ଅପରାହ୍ନ ୧୧ଟା୧୦ରେ  ଭୁବନେଶ୍ୱର ବିମାନ ବନ୍ଦରରେ ଦଳର ସମସ୍ତ ସଦସ୍ୟ ପହଁଛିବେ। ବିମନ ବନ୍ଦରରେ ସମସ୍ତଙ୍କୁ ଓଡିଶା ସରକରାଙ୍କ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ବିମାନ ବନ୍ଦରରୁ ସେମାନଙ୍କୁ ୨ଟି ସ୍ୱତନ୍ତ୍ର ବସରେ ହୋଟେଲ ସାଣ୍ଡି ଟାୱାରକୁ ନିଆଯିବ।

କୋଭିଡ କଟକଣା ଯୋଗୁଁ ସମସ୍ତଙ୍କର  ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଜଣାପଡିଛି। ସେଠାରେ ମଧ୍ୟାହ୍ନଭୋଜନ ପରେ ଖେଳାଳିମାନେ ବିଶ୍ରାମ ନେବେ। ଏହାପରେ ୩ଟାରୁ ୩ଟା୩୦ ପର୍ଯ୍ୟନ୍ତ ପ୍ରେସମିଟର ଆୟୋଜନ କରାଯିବ।

୪ଟା୨୫ରେ ଖେଳାଳି ଏବଂ ସମ୍ମାନିତ ବ୍ୟକ୍ତିମାନେ କଳିଙ୍ଗ ଷ୍ଟାଡିୟମକୁ ଯିବେ । ସନ୍ଧ୍ୟା ୫ଟା ୫ଟା୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖେଳାଳିମାନଙ୍କ ଫଟୋଶୁଟ କରାଯିବ । ୬ ଟା ୩୦ରେ ଲୋକସେବା ଭବନରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେବ । ଶେଷରେ ରାତ୍ର ୮ଟାରେ ହକି ଷ୍ଟାଡିୟମରେ ନୈଶ୍ୟ ଭୋଜିର ଆୟୋଜନ କରାଯିବ।

ଓଡିଶା ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି । ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପରେ ସମସ୍ତଙ୍କୁ ଓଡିଶା ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ ।

ହକି ଇଣ୍ଡିଆ ହକି ଖେଳାଳୀ ହକି ଖେଳାଳୀଙ୍କୁ ସ୍ବାଗତ
Share. Facebook Twitter LinkedIn Email WhatsApp Copy Link

Related Posts

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.