ଭୁବନେଶ୍ବର ଏମସ ରେ ଖାଲିଥିବା ୧୧୨ ଟି ପଦବୀ ପାଇଁ ବାହାରିଲା ନିଯୁକ୍ତି ବିଜ୍ଞପ୍ତି

Published: Sep 1, 2021, 12:41 pm IST

ଭୁବନେଶ୍ବର, ଓଡିଶାର ପ୍ରତିଷ୍ଠିତ ହସପିଟାଲ ଭୁବନେଶ୍ବର ଏମସ ର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶିତ ହୋଇଛି। ଏହି ଅନୁସାରେ ବିଭିନ୍ନ ବିଭାଗରେ ଖାଲିଥିବା ୧୧୨ଟି ପଦବୀ ପାଇଁ ଏହି ନିଯୁକ୍ତି କରାଯିବ। ଏଥିରେ ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର, ଆସୋସିଏଟ ପ୍ରଫେସର ପ୍ରଭୃତି ରହିଛି। ସେହି ବିଜ୍ଞପ୍ତି ହେଲା..

ଅଧିକ ଖବର ପଢିବା ପାଇଁ ଓଡିଆରେ ଲଗ ଅନ କରନ୍ତୁ-  ସମୀକ୍ଷା.ଭାରତ

ତେବେ ଏହି ବିଜ୍ଞପ୍ତି ଅନୁସାରେ ଏହି ସବୁ ପଦବୀ ପାଇଁ ସିଧା ନିଯୁକ୍ତି କରାଯିବ। ସେଥିପାଇଁ ଏମସ ତରଫରୁ ଏକ ସ୍ବତନ୍ତ୍ର କମିଟ ଗଠନ କରାଯାଇଛି। ପ୍ରାରମ୍ଭିକ ଅନୁଧ୍ୟାନ ପରେ ପ୍ରାର୍ଥି ବା ପ୍ରାର୍ଥିନୀଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ଡକାଯିବ। ଏହାପରେ ଯୋଗ୍ୟ ବିବେଚିତ ହେଲେ ତାଙ୍କୁ ଭୁବନେଶ୍ବର ଏମସ ରେ ନିଯୁକ୍ତି ପ୍ରଦାନ କରାଯିବ।

Related posts