Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକଙ୍କ ସମସ୍ୟା ନେଇ ମୋଦି ଗମ୍ଭୀର ନୁହନ୍ତି : ପଓ୍ବାର
ଆଜିର ଖବର

କୃଷକଙ୍କ ସମସ୍ୟା ନେଇ ମୋଦି ଗମ୍ଭୀର ନୁହନ୍ତି : ପଓ୍ବାର

April 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
PAWAR TROLLS MODI
PAWAR TROLLS MODI

ନ୍ୟାସଲାସିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ପ୍ରମୁଖ ଶରଦ ପଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଚାଷୀଙ୍କ ସମସ୍ୟାକୁ ଆଦୌ ଗମ୍ଭୀରତାର ସହ ନେଉନାହାନ୍ତି ବୋଲି ପଓ୍ବାର ଅଭିଯୋଗ କରିଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଉଭୟ ନେତା କେବଳ ଗାନ୍ଧୀ- ନେହେରୁ ପରିବାରର ସମାଲୋଚନାକୁ ନିର୍ବାଚନ ପ୍ରଚାରର ପ୍ରମୁଖ ଇସ୍ତାହାର ଭାବରେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ପଓ୍ବାର। ସେହିପରି ପଓ୍ବାର କହିଥିଲେ ଯଦି ମହାମେଣ୍ଟ କ୍ଷମତାକୁ ଆସେ ତେବେ ବିନା କୌଣସି ସର୍ତ୍ତରେ ଚାଷୀଙ୍କ ସମସ୍ତ ଋଣ ଛାଡ କରାଯିବ। ପଓ୍ବାର କହିଛନ୍ତି, ୟୁପିଏ ସରକାର ସମୟରେ ମାତ୍ର 8 ଦିନ ମଧ୍ୟରେ ଚାଷୀଙ୍କର 70 ହଜାର କୋଟିର ଋଣ ଛାଡ କରିଥିଲେ ମାତ୍ର ଏନ୍‌ଡିଏ ସରକାର ଅମଳରେ ମାତ୍ର ୩୪ ହଜାର କୋଟିର ଋଣ ଛାଡ କରାଯାଇଥିଲା। ଏହା ଦ୍ବାରା ମାତ୍ର ୧୦ ରୁ ୧୫ ପ୍ରତିଶତ ଚାଷୀ ଲାଭବାନ ହୋଇଛନ୍ତି ବୋଲି ପଓ୍ବାର କହିଥିଲେ। ମୋଦି ଚାଷୀଙ୍କ ସମସ୍ୟା, ଚାଷୀ ଆତ୍ମହତ୍ୟା ଏବଂ ବେକାରୀ ସମସ୍ୟା ଉପରେ ମୋଦି ଆଲୋଚନା କରୁନାହାନ୍ତି କେବଳ ଗାନ୍ଧୀ-ନେହେରୁ ପରିବାରର ସଦସ୍ୟଙ୍କୁ ଟାର୍ଗେଟ୍‌ କରୁଛନ୍ତି ଯେଉଁମାନେ କି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି। ରାଫାଲେ ସମସ୍ୟା ନେଇ ମଧ୍ୟ ମୋଦିଙ୍କୁ ସମାଲୋଚନା କରିଛନ୍ତି ପଓ୍ବାର । ୨ ବର୍ଷ ମଧ୍ୟରେ ବିମାନର ମୂଲ୍ୟ ୩୫୦ କୋଟିରୁ ୧୬୦୦ କୋଟିରେ ପହଞ୍ଚିବା ଆଶ୍ଚର୍ଯ୍ୟଜନକ ବୋଲି ପଓ୍ବାର କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026
Latest News

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.