Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରେଥା ଫ୍ରାଙ୍କଲିନ୍‌ ଓ ରିଚାର୍ଡ ପାଓ୍ବାର୍‌ସଙ୍କୁ ପୁଲିଜର୍‌ ପୁରସ୍କାର
ଆଜିର ଖବର

ଆରେଥା ଫ୍ରାଙ୍କଲିନ୍‌ ଓ ରିଚାର୍ଡ ପାଓ୍ବାର୍‌ସଙ୍କୁ ପୁଲିଜର୍‌ ପୁରସ୍କାର

April 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Pulitzers given to Aretha Franklin, author Richard Powers
Pulitzers given to Aretha Franklin, author Richard Powers

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ଆରେଥା ଫ୍ରାଙ୍କଲିନ୍‌ (୧୯୪୨-୨୦୧୮) ଙ୍କୁ ଚଳିତ ବର୍ଷର ପୁଲିଜର୍‌ ପୁରସ୍କାରରେ ସମ୍ମାନିତ କରାଯିବ । ସୋମବାର ଦିନ କଲମ୍ବିଆ ବିଶ୍ବବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ଜର୍ଣ୍ଣାଲିଜିମ୍‌ ତରଫରୁ ଏହି ପୁରସ୍କାର ପାଇଁ ଘାେଷଣା କରାଯାଇଛି । ଆମେରିକୀୟ ସଙ୍ଗୀତ ଏବଂ କଳା ପ୍ରତି ଅତୁଳନୀୟ ଅବଦାନ ରଖିଥିବା ଫ୍ରାଙ୍କଲିନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସଙ୍ଗୀତ ସହିତ ଜଡିତ ରହିଥିବା ଫ୍ରାଙ୍କଲିନ୍‌ ୧୮ଟି ଗ୍ରାମୀ ପୁରସ୍କାର ହାସଲ କରିଥିବା ବେଳେ ୧୦୦ରୁ ଅଧିକ ବିଲ୍‌ବୋର୍ଡ ଚାର୍ଟସରେ ସାମିଲ ରହିଥିଲେ । ଏହି ପୁରସ୍କାର ପାଇବାରେ ହାଙ୍କ ଓ୍ବିଲିୟମ୍ସ(୨୦୧୦) ଏବଂ ଡ୍ୟୁକ୍‌ ଏଲିଙ୍ଗଟନ୍‌(୧୯୯୯)ଙ୍କ ଏଲାଇଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ସେହିପରି ଏହି ପୁରସ୍କାରକୁ ମରଣୋତ୍ତର ଭାବରେ ହାସଲ କରିବାରେ ଫ୍ରାଙ୍କଲିନ୍‌ ହେଉଛନ୍ତି ପ୍ରଥମ ମହିଳା ।   ସେହିପରି ‘ଦ ଓଭରଷ୍ଟୋରୀ’ ନିମନ୍ତେ ରିଚାର୍ଡ ପାଓ୍ବାରସ୍‌ଙ୍କୁ କାଳ୍ପନିକ କାହାଣୀ (ଫିକ୍ସନ୍‌)  ବିଭାଗରେ ପୁଲିଜର୍‌ ସମ୍ମାନରେ ସମ୍ମାନିତ  କରାଯିବ  । ଏହା ସହିତ ଏହି କାହାଣୀକୁ ଦ ମ୍ୟାନ୍‌ ବୁକର୍‌ ପାଇଁ ମଧ୍ୟ ମନୋନୀତ କରାଯାଇଛି । ଶ୍ରେଷ୍ଠ ଐତିହାସିକ କାହାଣୀ ପାଇଁ ଡେଭିଡ୍‌ ଡବ୍ଲ୍ୟୁ ବ୍ଲାଇଟ୍‌’, ଶ୍ରେଷ୍ଠ ଆତ୍ମଜୀବନୀ ପାଇଁ  ସି ଷ୍ଟିଓ୍ବାର୍ଟ, ଶ୍ରେଷ୍ଠ ଡ୍ରାମା ପାଇଁ ଜ୍ୟାକି ସିବିଲ୍ସ, ଶ୍ରେଷ୍ଠ ନାଟକ ପାଇଁ ଏଲେନ୍‌ ରେଡ୍‌, ଶ୍ରେଷ୍ଠ କବିତା ପାଇଁ ଫରେଷ୍ଟ ଜାଣ୍ଡର ପ୍ରମୁଖଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026
Latest News

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ନୀତିଶ କୁମାର: ଏବେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା?

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.