Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳଜୀବନ ମିଶନ : ଆଜି ଗାନ୍ଧୀ ଜୟନ୍ତୀରେ ପାଣି ସମିତିର କର୍ମକର୍ତ୍ତାଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜଳଜୀବନ ମିଶନ : ଆଜି ଗାନ୍ଧୀ ଜୟନ୍ତୀରେ ପାଣି ସମିତିର କର୍ମକର୍ତ୍ତାଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

October 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ:  ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ‘ଗ୍ରାମ ସ୍ୱରାଜ’ ବିଚାରକୁ ସମ୍ମାନ ଦେଇ ଦେଶର ସବୁ ଗ୍ରାମସଭାର ସ୍ୱତନ୍ତ୍ର ବୈଠକ ଆୟୋଜିତ ହେଉଛି । ଏଥିରେ  ଜଳ ନିରାପତ୍ତା ବିଷୟରେ ଆଲୋଚନା ହେବ । ‘ୱାସ ପ୍ରବୃଦ୍ଧ ଗାଁ’ ବା ଜଳ ଆତ୍ମନିର୍ଭର ଗ୍ରାମ ଗଠନ ଲକ୍ଷ୍ୟପୂରଣ ପାଇଁ  ପ୍ରଧାନମନ୍ତ୍ରୀ ପାଣି ସମିତିର କର୍ମର୍ତ୍ତାମାନଙ୍କ ସହ ଆଭାଷୀ ବ୍ୟବସ୍ଥାରେ ମତବିନିମୟ କରିବେ । ଦିନ ୧୦ଟାରୁ ୧୨ ଯାଏ ସେ ଏହି କାର୍ଯ୍ୟକ୍ରମରେ ୩.୩ ଲକ୍ଷ ଗ୍ରାମ ପାଣି କମିଟିର ପ୍ରତିନିଧିକୁ ଉଦ୍‌ବୋଧନ ଦେଇ ସେମାନଙ୍କ କଥା ଶୁଣିବେ ।

୨୦୧୯ ଅଗଷ୍ଟରେ ଜାତୀୟ ଜଳଜୀବନ ମିଶନ ଘୋଷଣା ହେବା ପରେ ଇତିମଧ୍ୟରେ ମାତ୍ର ୨୫ମାସ ମଧ୍ୟରେ ଦେଶବ୍ୟାପୀ ୨୫କୋଟିରୁ ଅଧିକ ପରିବାରକୁ ପାଣି ଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯାଇଛି । କୋଭିଡ ମହାମାରୀର ପ୍ରଭାବ ଓ ତତ୍‌ଜନୀତ ଲକ୍‌ଡାଉନ ଓ ଅନ୍ୟାନ୍ୟ ଅସୁବିଧା ସତ୍ତ୍ୱେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମୂହ ନିରନ୍ତରଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ।

ଜଳଜୀବନ ମିଶନ ମହାତ୍ମା ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026
Latest News

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.