Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମମତା ସରକାରକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ, ଉପ-ନିର୍ବାଚନ ଫଳାଫଳ ପରେ ହେବ ନାହିଁ ​​ବିଜୟ ଉତ୍ସବ
ଆଜିର ଖବର

ମମତା ସରକାରକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ, ଉପ-ନିର୍ବାଚନ ଫଳାଫଳ ପରେ ହେବ ନାହିଁ ​​ବିଜୟ ଉତ୍ସବ

October 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକୋତା: ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ପୂର୍ବରୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ଚିଠି ଲେଖି କୌଣସି ପ୍ରକାର ଉତ୍ସବ ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଚିଠିରେ ନିର୍ବାଚନ ଆୟୋଗ ରାଜ୍ୟର ମମତା ସରକାରକୁ କହିଛି ଯେ, ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ସମୟରେ କିମ୍ବା ଫଳାଫଳ ଘୋଷଣା ହେବା ପରେ କୌଣସି ପ୍ରକାରର ବିଜୟ ଉତ୍ସବ/ଶୋଭାଯାତ୍ରା ପାଳନ ହେବ ନାହିଁ। ଏଥିସହ ନିର୍ବାଚନ ପରେ କୌଣସି ହିଂସା ନହେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗ କହିଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ବ୍ୟାପକ ହିଂସା ଓ ଅଗ୍ନିକାଣ୍ଡ ଘଟିଥିଲା। ସେହି ହିଂସା ପାଇଁ ବିଜେପି ଟିଏମସି ସମର୍ଥକଙ୍କୁ ଦାୟୀ କରିଥିଲା।

ବର୍ତ୍ତମାନ ଭବାନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟମ ପ୍ରତିଦ୍ଵନ୍ଦୀ ବିଜେପିର ପ୍ରିୟଙ୍କା ଟିବରୱାଲେଙ୍କ ଠାରୁ ୩୪ ହଜାର ୯୭୦ ଭୋଟରେ ଆଗୁଆ ଅଛନ୍ତି।

ଉପ-ନିର୍ବାଚନ ଫଳାଫଳ ନିର୍ବାଚନ ଆୟୋଗ ବିଜୟ ଉତ୍ସବ ମମତା ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025
Latest News

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025

ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.