Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନର ଶିକ୍ଷା ମନ୍ତ୍ରୀଙ୍କ ଅଜବ ବୟାନ: ଅଧିକ ମହିଳା କର୍ମଚାରୀ ଯୋଗୁଁ ବିଦ୍ୟାଳୟରେ ଝଗଡା ବଢେ
ଆଜିର ଖବର

ରାଜସ୍ଥାନର ଶିକ୍ଷା ମନ୍ତ୍ରୀଙ୍କ ଅଜବ ବୟାନ: ଅଧିକ ମହିଳା କର୍ମଚାରୀ ଯୋଗୁଁ ବିଦ୍ୟାଳୟରେ ଝଗଡା ବଢେ

October 13, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଏକ ବିବାଦିତ ବୟାନ ଦେଇଛନ୍ତି। ଯେଉଁ ବିଦ୍ୟାଳୟରେ ମହିଳା କର୍ମଚାରୀ ଅଧିକ ଥାଆନ୍ତି, ସେଠାରେ ଅଧିକ ଝଗଡା ହୁଏ ବୋଲି ସେ କହିଛନ୍ତି। ଯାହା ଫଳରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ‘ସରିଡନ୍’ (ମୁଣ୍ଡବିନ୍ଧାର ଔଷଧ) ଲଗାଇବାକୁ ପଡୁଛି। ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଏକ ଅଜବ ବୟାନ ଦେଇଛନ୍ତି ଶିକ୍ଷାମନ୍ତ୍ରୀ।

ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ହେବା ସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଗୋବିନ୍ଦ ସିଂ ଦାୟିତ୍ୱ ତୁଲାଉଛନ୍ତି। ଦୋତସାରାରେ ସେ କହିଛନ୍ତି ଯେ, ରାଜସ୍ଥାନ ସରକାର ସର୍ବଦା ମହିଳାଙ୍କ ସୁରକ୍ଷା ଏବଂ ଆରାମର ଯତ୍ନ ନେଉଛନ୍ତି। କିନ୍ତୁ ମହିଳା କର୍ମଚାରୀଙ୍କ ପରସ୍ପର ମଧ୍ୟରେ ଝଗଡା ହେବାର କିଛି ଅଭିଯୋଗ ଆସୁଛି। ଯଦି ଆପଣମାନେ ଏହି ଛୋଟ ଛୋଟ ଜିନିଷଗୁଡ଼ିକୁ ଠିକ୍ କରିପାରିବେ, ତେବେ ଆପଣମାନେ ସବୁବେଳେ ପୁରୁଷଙ୍କଠାରୁ ଆଗରେ ରହିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

ମହିଳା କର୍ମଚାରୀ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.