Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଜନୀକାନ୍ତଙ୍କ ସମେତ ବହୁ ତାମିଲ୍‌ ଅଭିନେତା ଅଭିନେତ୍ରୀଙ୍କ ଭୋଟ୍‌ଦାନ
ଆଜିର ଖବର

ରଜନୀକାନ୍ତଙ୍କ ସମେତ ବହୁ ତାମିଲ୍‌ ଅଭିନେତା ଅଭିନେତ୍ରୀଙ୍କ ଭୋଟ୍‌ଦାନ

April 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅଭିନେତା – ରାଜନେତା ରଜନୀକାନ୍ତ ଆଜି ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଦେଇଛନ୍ତି । ଚେନ୍ନାଇର ମଧ୍ୟ ଲୋକସଭା ଆସନ ପାଇଁ ଏହି ଅଭିନେତାଜଣକ ଭୋଟ୍‌ ଦେଇଛନ୍ତି । ସେହିପରି ଅଭିନେତା – ରାଜନେତା କମଲ୍‌ ହାସନ ଓ ତାଙ୍କ ସୁପୁତ୍ରୀ ତଥା ଅଭିନେତ୍ରୀ ଶ୍ରୁତି ହାସନ୍‌ଙ୍କୁ ମଧ୍ୟ ଭୋଟ୍‌ ଦେବାପାଇଁ ଏକ ଲାଇନ୍‌ରେ ରହିଥିବାର ଦେଖିବାକୁ ମିଳିଥିଲା । ସେହିପରି ତାମିଲ୍‌ ଅଭିନେତା ସୁରିଆ, ଜ୍ୟୋତିକା, କାର୍ତ୍ତି, ବିଜୟ, ଅଜିତ୍‌, ଏଆର ମୁରୁଗାଦୋସ ପ୍ରମୁଖଙ୍କୁ ଭୋଟ୍‌ଗ୍ରହଣ କେନ୍ଦ୍ରରେ ଭୋଟ ଦେଉଥିବାର ଦେଖିବାକୁ ମିଳିଥିଲା ।  ଆଜି ତାମିଲ୍‌ନାଡୁର ୩୮ଟି ଲୋକସଭା ଓ ୧୮ ବିଧାନସଭାରେ ସାନି ମତଦାନ ଅନୁଷ୍ଠିତ ହେଉଛି । ଦିନ ୧୧ଟା ସୁଦ୍ଧା ତାମିଲ୍‌ନାଡୁରେ ୩୦.୬୨% ମତଦାନ ହୋଇଥିବାର ସୂଚନା ମିଳିଛି । ଏଠାରେ ଏଆଇଡିଏମ୍‌କେ ବିଜେପି ଓ ପିଏମ୍‌କେ ସହ ମିଳିତ ଭାବରେ ନିର୍ବାଚନ ଲଢୁଥିବାବେଳେ ଡିଏମ୍‌ଡିକେ ସହ ଡିଏମ୍‌କେ, କଂଗ୍ରେସ, ଭିସିକେ, ଏମ୍‌ଡିଏମ୍‌କେ ସହ ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026
Latest News

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.