
ଧନୁ : ଆୟ ବୃଦ୍ଧି ପାଇବ । ଧୈର୍ଯ୍ୟ ଧରନ୍ତୁ। ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ଇଶ୍ବରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କ ସାଥୀଙ୍କ ଭାବନା ବୁଝନ୍ତୁ । ଆର୍ଥିକ ବିନିଯୋଗ ଲାଭଦାୟକ ହେବ ।
ମୀନ : ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ । ଟଙ୍କା ପାଇବ । ଘର ବାହାରେ ସୁଖ ମିଳିବ । ଚାକିରି ଚିନ୍ତା ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ ।
Tags: ଆଜିର ରାଶିଫଳ', ରାଶିଫଳ