Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶହେ ଏକର ଜାଗାରେ ହେଉଥିଲା ଗଞ୍ଜେଇ ଚାଷ, କେମିତି ନଷ୍ଟ କରାଯିବ ପୋଲିସ ମୁଣ୍ଡ ଖରାପ
ଆଜିର ଖବର

ଶହେ ଏକର ଜାଗାରେ ହେଉଥିଲା ଗଞ୍ଜେଇ ଚାଷ, କେମିତି ନଷ୍ଟ କରାଯିବ ପୋଲିସ ମୁଣ୍ଡ ଖରାପ

November 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶହେ ଏକର ଜାଗାରେ ହେଉଥିଲା ଗଞ୍ଜେଇ ଚାଷ, କେମିତି ନଷ୍ଟ କରାଯିବ ପୋଲିସ ମୁଣ୍ଡ ଖରାପ

ଭୁବନେଶ୍ବର: ଗୋଟିଏ ଏକର କିମ୍ବା ଦଶ ଏକର ନୁହେଁ। ଏକାଥରେ ଶହେ ଏକରରେ ଚାଲିଥିଲା ଗଞ୍ଜେଇ ଚାଷ। ଯେ ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି। ଏତେ ସ୍ଥାନରେ କିପରି ବେଧଡକରେ ଗଂଜେଇ ଚାଷ ହେଲା। ଅନେକ ଏହା ମିଛ ବୋଲି ଭାବୁଥିବେ। ହେଲେ ଘଟଣାଟି ସଂପୂର୍ଣ୍ଣ ସତ।

ଏହିପରି ବିପୁଳ ପରିମାଣର ଗଂଜେଇ ଚାଷ ବୌଦ୍ଧ ଜିଲ୍ଲାର ବାଙ୍କି ଅଞ୍ଚଳର ଥିବା ଆମ୍ବଝରି ପଞ୍ଚାୟତ ଅଧିନରେ ଥିବା ଏକ ଅଞ୍ଚଳରେ ହେଉଥିଲା। ଯାହା ପୋଲିସ ପାଖକୁ ଖବର ପହଁଞ୍ଚିଲା। ହେଲେ ପୋଲିସ ଏହାକୁ ବିଶ୍ବାସ କରିପାରୁ ନ ଥିଲେ। ହେଲେ ପ୍ରଥମେ ସରଜମିନ ତଦନ୍ତ କରି ଏହା ନିଶ୍ଚିତ ହେଲେ। ତେବେ ଏତେ ପରିମାଣର ଗଂଜେଇ ଚାଷକୁ କିପରି ନଷ୍ଟ ହେବ ସେ ନେଇ ପୋଲିସର ମୁଣ୍ଡ ଖରାପ।

କାରଣ ହେଲା କଞ୍ଚା ଗଛରେ ନିଆଁ ଲଗାଇଲେ ତାହା ସହଜରେ ପୋଡିବ ନାହିଁ। ସେଥିପାଇଁ ପ୍ରଥମେ ଏହି ଗଛକୁ କାଟିବାକୁ ପଡିବ। ସେଥିପାଇଁ ଯେଉଁ କଟା ମେସିନ ଦରକାର ତାହା ଏତେ ପରିମାଣର ନ ଥିଲା। ତେବେ ଦୁଇଦିନ ଭିତରେ ସବୁ ମେସିନ ଯୋଗାଡ କରିବା ପରେ ଗତକାଲି ପୋଲିସ ଏହାକୁ ନଷ୍ଟ କରିଛି।

ଗଞ୍ଜେଇ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026
Latest News

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.