Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାରଣା ହାତୀକୁ ଟ୍ରାଙ୍କୁଲାଇଜ୍ ବେଳେ ଅଘଟଣ: ୪ ବନ କର୍ମଚାରୀ ଗୁରୁତର
ଆଜିର ଖବର

ମାରଣା ହାତୀକୁ ଟ୍ରାଙ୍କୁଲାଇଜ୍ ବେଳେ ଅଘଟଣ: ୪ ବନ କର୍ମଚାରୀ ଗୁରୁତର

November 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମାରଣା ହାତୀକୁ ଟ୍ରାଙ୍କୁଲାଇଜ୍ ବେଳେ ଅଘଟଣ ଘଟିଛି। ମାରଣା ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯିବା ବେଳେ ହାତୀର ପାଲଟା ଆକ୍ରମଣରେ ଫରେଷ୍ଟର ସହ ୪ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ଗୟାବନ୍ଧ ନିକଟ ମୁଣ୍ଡା ଆମ୍ବ ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବନ ଖଣ୍ଡରେ ହାତୀ ଉପଦ୍ରବ ବଢୁଥିବାରୁ ହାତୀ ସୁରକ୍ଷା ଓ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରୟାସ କରାଯାଉଥିଲା। ବନ ବିଭାଗ ପକ୍ଷରୁ ଗୋଟିଏ ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା।  ଟ୍ରାଙ୍କୁଲାଇଜ୍ ବେଳେ ହାତୀ ପାଲଟା ଆକ୍ରମଣ କରିବାରୁ ଜଣେ ଫରେଷ୍ଟର ସହ ୪ ଗୁରୁତର ଆହତ ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱେର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଆହତ ହୋଇଥିବା ଫରେଷ୍ଟର ଜଣକ ହେଲେ ଟାଙ୍ଗୀ ରେଂଜ୍ ର ସିଦ୍ଧୁ ସିଂ, ଖୋର୍ଦ୍ଧା ଏ ସି ଏଫ୍ ଅରବିନ୍ଦ ମହାନ୍ତିଙ୍କ ସହ ଟ୍ରାଙ୍କୁଲାଇଜ୍ ଟିମ୍ ର ୨ ଜଣ ସଦସ୍ୟ ଥିବା ଜଣା ପଡିଛି। ହାତୀକୁ ମୁଣ୍ଡା ଆମ୍ବ ଜଙ୍ଗଲରେ ଭୋର୍ ୫ . ୩୦ ମିନିଟ୍ ସମୟରେ କରାଯାଇଥିଲା ଟ୍ରାଙ୍କୁଲାଇଜ୍। ହାତୀକୁ ଟ୍ରାଙ୍କୁଲାଇଜ୍ ର କିଛି ସମୟ ପରେ ବନ କର୍ମଚାରୀ ହାତୀ ନିକଟକୁ ଯିବା ବେଳେ ହାତୀ କରିଥିଲା ପାଲଟା ଆକ୍ରମଣ। ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଦଉଡି ପଳାଇବା ବେଳେ ଅଘଟଣ ଘଟିଥିଲା। ଟ୍ରାଙ୍କୁଲାଈଜ୍ କରାଯାଇଥିବା ହାତୀ ଏବେ ସୁସ୍ଥ ଥିବା ବେଳେ ଜଙ୍ଗଲ ମଧ୍ୟ୍ୟକୁ ପଳାଇଯାଇଥିବା ସୂଚନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୨୩ ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

September 23, 2025

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025
Latest News

ସେପ୍ଟେମ୍ବର ୨୩ ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

September 23, 2025

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.