Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଚୁପ୍‌କେ ଚୁପ୍‌କେ’ର ରିମେକରେ ରାଜକୁମାର ରାଓ
ଆଜିର ଖବର

‘ଚୁପ୍‌କେ ଚୁପ୍‌କେ’ର ରିମେକରେ ରାଜକୁମାର ରାଓ

April 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
r

ବଲିଉଡ୍‌ରେ ଏବେ ପୁରୁଣା ଫିଲ୍ମକୁ ଆଉଥରେ ରିମେକ୍‌ କରାଯାଉଛି। ୧୯୭୮ର ଲୋକପ୍ରିୟ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’କୁ ରିମେକ୍‌ କରାଯାଉଛି। ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍‌, ଭୂମି ପେଡେନ୍‌କର୍‌ ଓ ଅନ୍ୟାନ୍ୟ ପାଣ୍ଡେ ପ୍ରମୁଖ ଅଭିନୟ କରୁଛନ୍ତି। ଏହିପରି  ବଲିଉଡ୍‌ର ଆଉ ଏକ ସୁପରହିଟ୍‌ ଫିଲ୍ମର ରିମେକ୍‌ ହେବା ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ଅନୁସାରେ ୧୯୭୫ର ସୁପରହିଟ୍‌ କମେଡ଼ି ଫିଲ୍ମ ‘ଚୁପ୍‌କେ ଚୁପ୍‌କେ’ ଫିଲ୍ମର ରିମେକ୍‌ ହେବ। ଏଥିରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଯୋଜକ ଭୂଷଣ କୁମାର ଓ ଲଭ୍‌ ରଞ୍ଜନଙ୍କ ମିଳିତ ଉଦ୍ୟମରେ ଏହି ଫିଲ୍ମଟି ନିର୍ମାଣ ହେବା ନେଇ ଖବର ରହିଛି। ରାଜକୁମାର ଏଥିରେ ଧର୍ମେନ୍ଦ୍ର ଅଭିନୀତ ପ୍ରଫେସର ପରିମଲ୍‌ ତ୍ରିପାଠି ଆକା ପ୍ୟାରେଲାଲ୍‌ଙ୍କ ଭୂମିକାରେ ନଜର ଆସିବେ।  ମୂଳ ଫିଲ୍ମରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ସୁକୁମାର ସିହ୍ନା, ଶର୍ମିଳା ଟାଗୋର୍‌ ପ୍ରମୁଖ ନଜର ଆସିଥିଲେ। ତେବେ ଏହି ରିମେକ୍‌ ଫିଲ୍ମରେ ରାଜକୁମାର ଧର୍ମେନ୍ଦ୍ରଙ୍କ ଡବଲ୍‌ ରୋଲ୍‌ରେ ଅଭିନୟ କରିବେ। ଅନ୍ୟ ଷ୍ଟାର୍‌ କାଷ୍ଟ୍‌ଙ୍କ ବିଷୟର କିଛି ସୂଚନା ମିଳିପାରି ନାହିଁ। ଏବେ ରାଜକୁମାର ରାଓ ଓ କଙ୍ଗନା ରଣାଓ୍ବତଙ୍କ ଅଭିନୀତ ‘ମେଣ୍ଟାଲ୍‌ ହୈ କ୍ୟା’କୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଫିଲ୍ମଟି ଜୁନ୍‌ ୨୧ରେ ପରଦାକୁ ଆସିବ।

chorichorichupkechupke rajkumarao remake thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025

ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ: ଖୁବ୍‌ଶୀଘ୍ର ପୂରଣ ହେବ ପ୍ରାୟ ୨୩ ହଜାର ପଦବୀ

August 7, 2025

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025
Latest News

ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ବରରେ ‘ଆର୍ଟସ ଅଫ୍‌ ଉଇଭିଂ’ ର ଅଭିନବ ପ୍ରୟାସ

August 7, 2025

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025

ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ: ଖୁବ୍‌ଶୀଘ୍ର ପୂରଣ ହେବ ପ୍ରାୟ ୨୩ ହଜାର ପଦବୀ

August 7, 2025

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.