Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»CycloneAlret: ସମୁଦ୍ରରେ ବଡ ଜୁଆର ଆସିବ ବୋଲି ଚେତାବନୀ ଦେଲା ପାଣିପାଗ ବିଭାଗ
ଆଜିର ଖବର

CycloneAlret: ସମୁଦ୍ରରେ ବଡ ଜୁଆର ଆସିବ ବୋଲି ଚେତାବନୀ ଦେଲା ପାଣିପାଗ ବିଭାଗ

December 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
CycloneAlret: ସମୁଦ୍ରରେ ବଡ ଜୁଆର ଆସିବ ବୋଲି ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: ଆସନ୍ତାକାଲି ଏବଂ ତା’ପରଦିନ ସମୁଦ୍ରରେ ବଡ ଜୁଆର ଆସିବ। ଏହିପରି ଚେତାବନୀ ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହାର କାରଣରେ କୁହାଯାଇଛି ଯେ, ଚତୁର୍ଥ ଡିସେମ୍ବର ଅମାବାସ୍ୟା ଦିନ ହୋଇଥିବାରୁ , ଓଡିଶା ଉପକୂଳରେ ପ୍ରାୟ ୨ ରୁ ୪ ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା ରହିଛ।

ସେହିପରି ୫ ତାରିଖରେ ସ୍ୱାଭାବିକ ଜୁଆରଠାରୁ ପ୍ରାୟ ୦.୫ ମିଟର ଅଧିକ ଉଚ୍ଚର ଜୁଆର ମଧ୍ୟାହ୍ନରେ ଆସିବା। ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାର ନିମ୍ନମାନର ଅଞ୍ଚଳରେ ଜଳମଗ୍ନ ହେବା ସମ୍ଭାବନା। ସେଥିପାଇଁ ସମୁଦ୍ରକୂଳିଆ ତଥା ତଳିଆ ଅଞ୍ଚଳ ସତର୍କ ରହିବା ପାଇଁ କୁହାଯାଇଛି।

( ଏଥିରେ ଥିବା ଫଟୋଟି ଭୁବନେଶ୍ବର ପାଣିପାଗ ବିଭାଗ ଦ୍ବାରା ପ୍ରସ୍ତୁତ)

cyclone Cyclone Alret ବାତ୍ୟା ଭୁବନେଶ୍ବର ପାଣିପାଗ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.