Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିନ୍ଦୁତ୍ବ ଉପରେ ସ୍ପଷ୍ଟୀକରଣ ରଖିଲେ ଦିଗ୍‌ବିଜୟ
ଆଜିର ଖବର

ହିନ୍ଦୁତ୍ବ ଉପରେ ସ୍ପଷ୍ଟୀକରଣ ରଖିଲେ ଦିଗ୍‌ବିଜୟ

April 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
digvijoy singh keeps his remarks on hindutwa issue
digvijoy singh keeps his remarks on hindutwa issue

ହିନ୍ଦୁତ୍ବ ଶବ୍ଦକୁ ନେଇ ରାଜନୈତିକ ମାହୋଲ୍‌ ବେଶ୍‌ ଗରମ ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଶନିବାର ଦିନ ଏକ ପ୍ରଶ୍ନର ଉତ୍ତରରେ ହିନ୍ଦୁତ୍ବ ଶବ୍ଦ ତାଙ୍କ ଡିକ୍ସନାରୀରେ ନାହିଁ ବୋଲି କହିଥିଲେ। ଏହାପରେ ଦିଗ୍‌ବିଜୟଙ୍କ ବୟାନକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ତେବେ ଏକ ଟୁଇଟର୍‌ ଜରିଆରେ ଏହାର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ଦିଗ୍‌ବିଜୟ। ସେ ତାଙ୍କ ଟୁଇଟରରେ ‘ସନାତନ ହିନ୍ଦୁ ଧର୍ମ ଉପରେ ଗର୍ବ’ ରହିଛି ବୋଲି କହିବା ସହିତ ହିନ୍ଦୁତ୍ବର ତୁଳନା ଆରଏସଏସ୍‌ ଦ୍ବାରା ପ୍ରଚାରିତ ଏକ ରାଜେନୖତିକ ସଂସ୍କରଣ ବୋଲି କହିଛନ୍ତି। ସେ ହିନ୍ଦୁ ଧର୍ମର ପାଳନ କରନ୍ତି, ଯାହା ଦୁନିଆର ହଜାର ବର୍ଷ ଧରି ଜୀବନକୁ ମାର୍ଗ ଦେଖାଇଛି। ସେ ତାଙ୍କ ଧର୍ମକୁ ହିନ୍ଦୁତ୍ବକୁ କେବେ ବି ପ୍ରଦାନ କରିବେ ନାହିଁ, ଯାହା ରାଜନୈତିକ ସତ୍ତା ପାଇଁ ସଂଘର ସାଜିସ୍‌। ତାଙ୍କୁ ତାଙ୍କର ସନାତନ ଧର୍ମ ଉପରେ ଗର୍ବ ରହିଛି, ଯାହା ବସୁଧୈବ କୁଟୁମ୍ବକମ୍‌କୁ ସ୍ବୀକାର କରିଥାଏ। ସଂଘର ହିନ୍ଦୁତ୍ବ ବିଭାଜନକାରୀ ଅଟେ। ସେ ତାଙ୍କ ଧର୍ମକୁ ରାଜନୀତି ଦ୍ବାରା ଅପହରଣ କରିବାକୁ ଦେବେ ନାହିଁ। ହିନ୍ଦୁ ଧର୍ମ ଏକ ବିଶ୍ବାସ ଅଟେ। ଭଗବାନଙ୍କ ସହ ଏକ ବ୍ୟକ୍ତିଗତ ସମ୍ବନ୍ଧ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ। ବିଜେପି କେବେଠାରୁ ଭଗବାନ ଆଉ ତାଙ୍କ ମଧ୍ୟରେ ପ୍ରମାଣପତ୍ର ଦେବାର ଏଜେଣ୍ଟ ହୋଇଗଲା ବୋଲି କହି ବିଜେପି ତାତ୍ସଲ୍ୟ କରିଛନ୍ତି। ଭୋପାଳରୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ବିଜେପିର ସାଧ୍ବୀ ପ୍ରଜ୍ଞା।

digvijoysingh thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Latest News

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.