ଭୁବନେଶ୍ବର: ଆଜି ରାଜ୍ୟରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୫୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୦୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୯୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୩
ବାଲେଶ୍ଵର ଜିଲ୍ଲାରୁ- ୧୦୦
ବରଗଡ ଜିଲ୍ଲାରୁ- ୧୬
ଭଦ୍ରକ ଜିଲ୍ଲାରୁ- ୭
ବଲାଙ୍ଗୀରି ଜିଲ୍ଲାରୁ- ୬
ବୌଦ୍ଧ ଜିଲ୍ଲାରୁ- ୩
କଟକ ଜିଲ୍ଲାରୁ – ୧୪୮
ଦେବଗଡ ଜିଲ୍ଲାରୁ- ୧୬
ଢେଙ୍କାନାଳ ଜିଲ୍ଲାରୁ- ୪
ଗଜପତି ଜିଲ୍ଲାରୁ- ୨
ଗଞ୍ଜାମ ଜିଲ୍ଲାରୁ- ୩୪
ଜଗତସିଂହପୁର ଜିଲ୍ଲାରୁ- ୧୯
ଯାଜପୁର ଜିଲ୍ଲାରୁ- ୧୩
ଝାରସୁଗୁଡା ଜିଲ୍ଲାରୁ- ୬୬
କଳାହାଣ୍ଡି ଜିଲ୍ଲାରୁ- ୧୪
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦ୍ରାପଡା ଜିଲ୍ଲାରୁ- ୨
କେନ୍ଦୁଝର ଜିଲ୍ଲାରୁ- ୩୧
ଖୋର୍ଦ୍ଧା ଜିଲ୍ଲାରୁ- ୬୬୯
କୋରାପୁଟ ଜିଲ୍ଲାରୁ- ୧୫
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୪୦
ନବରଙ୍ଗପୁର ଜିଲ୍ଲାରୁ- ୨୫
ନୟାଗଡ ଜିଲ୍ଲାରୁ- ୧୪
ନୂଆପଡା ଜିଲ୍ଲାରୁ- ୧୨
ପୁରୀ ଜିଲ୍ଲାରୁ- ୫୪
ରାୟଗଡା ଜିଲ୍ଲାରୁ- ୭
ସମ୍ବଲପୁର ଜିଲ୍ଲାରୁ- ୧୨୫
ସୋନପୁର ଜିଲ୍ଲାରୁ- ୧୩
ସୁନ୍ଦରଗଡ ଜିଲ୍ଲାରୁ- ୨୬୨
ଷ୍ଟେଟ ପୁଲରୁ- ୧୫୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର ୭୭୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୫୧୪ ଏବଂ ବର୍ତ୍ତମାନ ୫୭୩୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।