ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୭୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୭
ବାଲେଶ୍ଵର ଜିଲ୍ଲାରୁ- ୭୩
ବରଗଡ ଜିଲ୍ଲାରୁ- ୭୫
ଭଦ୍ରକ ଜିଲ୍ଲାରୁ- ୫
ବଲାଙ୍ଗୀରି ଜିଲ୍ଲାରୁ- ୫୪
ବୌଦ୍ଧ ଜିଲ୍ଲାରୁ- ୭
କଟକ ଜିଲ୍ଲାରୁ – ୧୯୧
ଦେବଗଡ ଜିଲ୍ଲାରୁ- ୩୭
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୯
ଗଞ୍ଜାମ ଜିଲ୍ଲାରୁ- ୨୭
ଜଗତସିଂହପୁର ଜିଲ୍ଲାରୁ- ୧୩
ଯାଜପୁର ଜିଲ୍ଲାରୁ- ୭୮
ଝାରସୁଗୁଡା ଜିଲ୍ଲାରୁ- ୧୦୬
କଳାହାଣ୍ଡି ଜିଲ୍ଲାରୁ- ୧୩
କନ୍ଧମାଳ ଜିଲ୍ଲାରୁ- ୩
କେନ୍ଦ୍ରାପଡା ଜିଲ୍ଲାରୁ- ୬
କେନ୍ଦୁଝର ଜିଲ୍ଲାରୁ- ୩୩
ଖୋର୍ଦ୍ଧା ଜିଲ୍ଲାରୁ- ୯୨୬
କୋରାପୁଟ ଜିଲ୍ଲାରୁ- ୧୯
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୪୨
ନବରଙ୍ଗପୁର ଜିଲ୍ଲାରୁ- ୨୯
ନୟାଗଡ ଜିଲ୍ଲାରୁ- ୬
ନୂଆପଡା ଜିଲ୍ଲାରୁ- ୧୦
ପୁରୀ ଜିଲ୍ଲାରୁ- ୫୪
ରାୟଗଡା ଜିଲ୍ଲାରୁ- ୨୨
ସମ୍ବଲପୁର ଜିଲ୍ଲାରୁ- ୧୭୯
ସୋନପୁର ଜିଲ୍ଲାରୁ- ୧୦
ସୁନ୍ଦରଗଡ ଜିଲ୍ଲାରୁ- ୪୫୪
ଷ୍ଟେଟ ପୁଲରୁ- ୨୧୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୭୧୮ ଏବଂ ବର୍ତ୍ତମାନ ୮୨୩୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।