ଭୁବନେଶ୍ବର: ଗତକାଲି ରାଜ୍ୟରେ ୨ ହଜାର ୭୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୬୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୮୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୪୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୫୩୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୫୫
ବାଲେଶ୍ଵର ଜିଲ୍ଲାରୁ- ୧୪
ବରଗଡ ଜିଲ୍ଲାରୁ- ୪୮
ଭଦ୍ରକ ଜିଲ୍ଲାରୁ- ୧୮
ବଲାଙ୍ଗୀରି ଜିଲ୍ଲାରୁ- ୩୫
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ – ୩୧୦
ଦେବଗଡ ଜିଲ୍ଲାରୁ- ୨୦
ଢେଙ୍କାନାଳ ଜିଲ୍ଲାରୁ- ୫
ଗଜପତି ଜିଲ୍ଲାରୁ- ୧୫
ଗଞ୍ଜାମ ଜିଲ୍ଲାରୁ- ୪୨
ଜଗତସିଂହପୁର ଜିଲ୍ଲାରୁ- ୧୭
ଯାଜପୁର ଜିଲ୍ଲାରୁ- ୭୮
ଝାରସୁଗୁଡା ଜିଲ୍ଲାରୁ- ୧୩୪
କଳାହାଣ୍ଡି ଜିଲ୍ଲାରୁ- ୧୩
କନ୍ଧମାଳ ଜିଲ୍ଲାରୁ- ୬
କେନ୍ଦ୍ରାପଡା ଜିଲ୍ଲାରୁ- ୧୦
କେନ୍ଦୁଝର ଜିଲ୍ଲାରୁ- ୪୪
ଖୋର୍ଦ୍ଧା ଜିଲ୍ଲାରୁ- ୧୨୨୩
କୋରାପୁଟ ଜିଲ୍ଲାରୁ- ୩୬
ମୟୂରଭଞ୍ଜ ଜିଲ୍ଲାରୁ- ୮୦
ନବରଙ୍ଗପୁର ଜିଲ୍ଲାରୁ- ୪୪
ନୟାଗଡ ଜିଲ୍ଲାରୁ- ୧୦
ନୂଆପଡା ଜିଲ୍ଲାରୁ- ୨୩
ପୁରୀ ଜିଲ୍ଲାରୁ- ୧୦୦
ରାୟଗଡା ଜିଲ୍ଲାରୁ- ୨୧
ସମ୍ବଲପୁର ଜିଲ୍ଲାରୁ- ୩୭୨
ସୋନପୁର ଜିଲ୍ଲାରୁ- ୩୩
ସୁନ୍ଦରଗଡ ଜିଲ୍ଲାରୁ- ୫୮୨
ଷ୍ଟେଟ ପୁଲରୁ- ୨୮୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୯୭୧ ଏବଂ ବର୍ତ୍ତମାନ ୧୧୬୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।