ଭୁବନେଶ୍ବର: ଗତକାଲି ରାଜ୍ୟରେ ୪ ହଜାର ୭୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ହଜାର ୮୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୨୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୦୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୬୯
ବାଲେଶ୍ଵର ଜିଲ୍ଲାରୁ- ୨୧୦
ବରଗଡ ଜିଲ୍ଲାରୁ- ୮୪
ଭଦ୍ରକ ଜିଲ୍ଲାରୁ- ୬୯
ବଲାଙ୍ଗୀରି ଜିଲ୍ଲାରୁ- ୧୦୪
ବୌଦ୍ଧ ଜିଲ୍ଲାରୁ- ୬
କଟକ ଜିଲ୍ଲାରୁ – ୪୦୧
ଦେବଗଡ ଜିଲ୍ଲାରୁ- ୧୯
ଢେଙ୍କାନାଳ ଜିଲ୍ଲାରୁ- ୨୩
ଗଜପତି ଜିଲ୍ଲାରୁ- ୩୨
ଗଞ୍ଜାମ ଜିଲ୍ଲାରୁ- ୪୯
ଜଗତସିଂହପୁର ଜିଲ୍ଲାରୁ- ୪୬
ଯାଜପୁର ଜିଲ୍ଲାରୁ- ୬୬
ଝାରସୁଗୁଡା ଜିଲ୍ଲାରୁ- ୧୮୯
କଳାହାଣ୍ଡି ଜିଲ୍ଲାରୁ- ୪୮
କନ୍ଧମାଳ ଜିଲ୍ଲାରୁ- ୮
କେନ୍ଦ୍ରାପଡା ଜିଲ୍ଲାରୁ- ୨୪
କେନ୍ଦୁଝର ଜିଲ୍ଲାରୁ- ୬୩
ଖୋର୍ଦ୍ଧା ଜିଲ୍ଲାରୁ- ୯୩୩
କୋରାପୁଟ ଜିଲ୍ଲାରୁ- ୭୭
ମାଲକାନଗିରି ଜିଲ୍ଲାରୁ- ୧୧
ମୟୂରଭଞ୍ଜ ଜିଲ୍ଲାରୁ- ୧୬୨
ନବରଙ୍ଗପୁର ଜିଲ୍ଲାରୁ- ୮୫
ନୟାଗଡ ଜିଲ୍ଲାରୁ- ୨୪
ନୂଆପଡା ଜିଲ୍ଲାରୁ- ୫୧
ପୁରୀ ଜିଲ୍ଲାରୁ- ୧୩୦
ରାୟଗଡା ଜିଲ୍ଲାରୁ- ୮୨
ସମ୍ବଲପୁର ଜିଲ୍ଲାରୁ- ୬୪୪
ସୋନପୁର ଜିଲ୍ଲାରୁ- ୩୨
ସୁନ୍ଦରଗଡ ଜିଲ୍ଲାରୁ- ୮୬୯
ଷ୍ଟେଟ ପୁଲରୁ- ୨୧୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୬୧୭ ଏବଂ ବର୍ତ୍ତମାନ ୨୦ ହଜାର ୫୬୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।