ଭୁବନେଶ୍ବର: ଗତକାଲି ରାଜ୍ୟରେ ୮ ହଜାର ୭୭୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୮୮୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୨୨୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୪୬
ବାଲେଶ୍ଵର ଜିଲ୍ଲାରୁ- ୨୭୮
ବରଗଡ ଜିଲ୍ଲାରୁ- ୭୬
ଭଦ୍ରକ ଜିଲ୍ଲାରୁ- ୧୩୮
ବଲାଙ୍ଗୀରି ଜିଲ୍ଲାରୁ- ୨୧୬
ବୌଦ୍ଧ ଜିଲ୍ଲାରୁ- ୧୫
କଟକ ଜିଲ୍ଲାରୁ – ୮୭୦
ଦେବଗଡ ଜିଲ୍ଲାରୁ- ୧୮
ଢେଙ୍କାନାଳ ଜିଲ୍ଲାରୁ- ୫୦
ଗଜପତି ଜିଲ୍ଲାରୁ- ୮୨
ଗଞ୍ଜାମ ଜିଲ୍ଲାରୁ- ୧୫୪
ଜଗତସିଂହପୁର ଜିଲ୍ଲାରୁ- ୧୪୨
ଯାଜପୁର ଜିଲ୍ଲାରୁ- ୨୧୨
ଝାରସୁଗୁଡା ଜିଲ୍ଲାରୁ- ୨୧୯
କଳାହାଣ୍ଡି ଜିଲ୍ଲାରୁ- ୧୨୩
କନ୍ଧମାଳ ଜିଲ୍ଲାରୁ- ୩୬
କେନ୍ଦ୍ରାପଡା ଜିଲ୍ଲାରୁ- ୫୧
କେନ୍ଦୁଝର ଜିଲ୍ଲାରୁ- ୧୦୯
ଖୋର୍ଦ୍ଧା ଜିଲ୍ଲାରୁ- ୩୧୮୮
କୋରାପୁଟ ଜିଲ୍ଲାରୁ- ୧୫୫
ମାଲକାନଗିରି ଜିଲ୍ଲାରୁ- ୧୭
ମୟୂରଭଞ୍ଜ ଜିଲ୍ଲାରୁ- ୪୨୩
ନବରଙ୍ଗପୁର ଜିଲ୍ଲାରୁ- ୧୨୨
ନୟାଗଡ ଜିଲ୍ଲାରୁ- ୧୦୨
ନୂଆପଡା ଜିଲ୍ଲାରୁ- ୬୬
ପୁରୀ ଜିଲ୍ଲାରୁ- ୨୧୬
ରାୟଗଡା ଜିଲ୍ଲାରୁ- ୧୩୧
ସମ୍ବଲପୁର ଜିଲ୍ଲାରୁ- ୫୭୦
ସୋନପୁର ଜିଲ୍ଲାରୁ- ୧୦୬
ସୁନ୍ଦରଗଡ ଜିଲ୍ଲାରୁ- ୧୩୪୮
ଷ୍ଟେଟ ପୁଲରୁ- ୭୨୪
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୭୩୨ ଏବଂ ବର୍ତ୍ତମାନ ୪୪ ହଜାର ୩୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।