Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଆହାଟି ଅଭିମୁଖେ ବିକାନେର ଏକ୍ସପ୍ରେସ ଟ୍ରେନର ୧୨ ଟି ବଗି ଲାଇନଚ୍ୟୁତ, ୩ ମୃତ୍ୟୁ, ଅନେକ ଆହତ
ଆଜିର ଖବର

ଗୁଆହାଟି ଅଭିମୁଖେ ବିକାନେର ଏକ୍ସପ୍ରେସ ଟ୍ରେନର ୧୨ ଟି ବଗି ଲାଇନଚ୍ୟୁତ, ୩ ମୃତ୍ୟୁ, ଅନେକ ଆହତ

January 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜଲପାଇଗୁଡିର ଡୋମୋହାନିରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଗୁଆହାଟି-ବିକାନେର୍ ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ସନ୍ଧ୍ୟା ପ୍ରାୟ ୫ ଟାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ଆରମ୍ଭ କରିଛି। ଏହି ଦୁର୍ଘଟଣା ପାଇଁ ହେଲ୍ପଲାଇନ ନମ୍ବର ୮୧୩୪୦୫୪୯୯୯ ଜାରି କରାଯାଇଛି।

ଟ୍ରେନ୍ ଦୁର୍ଘଟଣାର ଖବର ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ସୂଚନା ନେଇଛନ୍ତି। କୋଭିଡ-୧୯ର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ବୈଠକ କରିଥିଲେ। ଏହି ସମୟରେ ଦୁର୍ଘଟଣାର ଖବର ଆସିଥିଲା। ଏହି ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

ଟ୍ରେନ୍ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

August 24, 2025

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗିରଫଦାରୀରେ ଚିନ୍ତିତ କଂଗ୍ରେସ ସାଂସଦ, କିନ୍ତୁ କାହିଁକି?

August 24, 2025

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025
Latest News

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

August 24, 2025

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗିରଫଦାରୀରେ ଚିନ୍ତିତ କଂଗ୍ରେସ ସାଂସଦ, କିନ୍ତୁ କାହିଁକି?

August 24, 2025

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025

କଟକ ଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.