Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ସେହି ଦଶ ହଜାର ଉପରେ ରହିଲା ଗ୍ରାଫ
ଆଜିର ଖବର

ରାଜ୍ୟରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ସେହି ଦଶ ହଜାର ଉପରେ ରହିଲା ଗ୍ରାଫ

January 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ସେହି ଦଶ ହଜାର ଉପରେ ରହିଲା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ତିନିଦିନ ଧରି କରୋନା ଗ୍ରାଫ ଦଶ ହଜାର ଉପରେ ରହୁଛି। ସଦ୍ୟତମ ରିପୋର୍ଟ ଅନୁସାରେ ଆଜି ୧୦,୮୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୦୨୧ଜଣ ଥିବା ବେଳେ , କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୬୨୯୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ୪୫୬୩ ଜଣ ପଜେଟିଭ ଅଛନ୍ତି।

ତେବେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟ ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୧୦୪
୨- ବାଲେଶ୍ୱର ଜିଲ୍ଲାରୁ – ୩୨୬
୩- ବରଗଡ଼ ଜିଲ୍ଲାରୁ – ୧୪୫
୪- ଭଦ୍ରକ ଜିଲ୍ଲାରୁ – ୧୦୧
୫- ବଲାଙ୍ଗୀର ଜିଲ୍ଲାରୁ – ୨୫୯
୬- ବୌଦ୍ଦ ଜିଲ୍ଲାରୁ – ୩୮
୭- କଟକ ଜିଲ୍ଲାରୁ – ୯୦୯
୮- ଦେବଗଡ଼ ଜିଲ୍ଲାରୁ – ୨୪
୯- ଢେଙ୍କାନାଳ ଜିଲ୍ଲାରୁ – ୬୯
୧୦- ଗଜପତି ଜିଲ୍ଲାରୁ – ୧୩୫
୧୧- ଗଞ୍ଜାମ ଜିଲ୍ଲାରୁ – ୧୩୯
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨୨
୧୩- ଯାଜପୁର ଜିଲ୍ଲାରୁ – ୨୧୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୧୧
୧୫- କଳାହାଣ୍ଡି ଜିଲ୍ଲାରୁ – ୧୪୪
୧୬- କନ୍ଧମାଳ ଜିଲ୍ଲାରୁ – ୪୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୭୫
୧୮- କେନ୍ଦୁଝର ଜିଲ୍ଲାରୁ – ୮୪
୧୯- ଖୋର୍ଦ୍ଧାରୁ – ୩୦୮୭
୨୦- କୋରାପୁଟ ଜିଲ୍ଲାରୁ – ୧୬୫
୨୧- ମାଲକାନଗିରି – ୫୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୭୬
୨୩- ନବରଙ୍ଗପୁର ଜିଲ୍ଲାରୁ- ୧୦୬
୨୪- ନୟାଗଡ଼ ଜିଲ୍ଲାରୁ – ୧୪୫
୨୫- ନୂଆପଡ଼ା ଜିଲ୍ଲାରୁ – ୭୫
୨୬- ପୁରୀ ଜିଲ୍ଲାରୁ – ୧୯୮
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୬
୨୮- ସମ୍ବଲପୁର ଜିଲ୍ଲାରୁ – ୫୦୦
୨୯- ସୋନପୁର ଜିଲ୍ଲାରୁ – ୧୦୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୯୪୩
୩୧- State Pool: ୭୧୨

corona update ଓଡିଶା କରୋନା ଅପଡେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.