ଭୁବନେଶ୍ବର: ଗତକାଲି ରାଜ୍ୟରେ ୯ ହଜାର ୮୩୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮ ହଜାର ୮୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୨୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୧୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୭୧୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୬୦
ବାଲେଶ୍ଵର ଜିଲ୍ଲାରୁ- ୨୯୦
ବରଗଡ ଜିଲ୍ଲାରୁ- ୧୪୧
ଭଦ୍ରକ ଜିଲ୍ଲାରୁ- ୧୧୭
ବଲାଙ୍ଗୀରି ଜିଲ୍ଲାରୁ- ୨୩୨
ବୌଦ୍ଧ ଜିଲ୍ଲାରୁ- ୯୩
କଟକ ଜିଲ୍ଲାରୁ – ୬୨୮
ଦେବଗଡ ଜିଲ୍ଲାରୁ- ୫୫
ଢେଙ୍କାନାଳ ଜିଲ୍ଲାରୁ- ୧୦୦
ଗଜପତି ଜିଲ୍ଲାରୁ- ୯୨
ଗଞ୍ଜାମ ଜିଲ୍ଲାରୁ- ୫୩
ଜଗତସିଂହପୁର ଜିଲ୍ଲାରୁ- ୧୮୦
ଯାଜପୁର ଜିଲ୍ଲାରୁ- ୨୦୯
ଝାରସୁଗୁଡା ଜିଲ୍ଲାରୁ- ୧୪୪
କଳାହାଣ୍ଡି ଜିଲ୍ଲାରୁ- ୨୩୯
କନ୍ଧମାଳ ଜିଲ୍ଲାରୁ- ୧୦୯
କେନ୍ଦ୍ରାପଡା ଜିଲ୍ଲାରୁ- ୯୨
କେନ୍ଦୁଝର ଜିଲ୍ଲାରୁ- ୧୧୦
ଖୋର୍ଦ୍ଧା ଜିଲ୍ଲାରୁ- ୨୫୨୮
କୋରାପୁଟ ଜିଲ୍ଲାରୁ- ୨୦୩
ମାଲକାନଗିରି ଜିଲ୍ଲାରୁ- ୫୦
ମୟୂରଭଞ୍ଜ ଜିଲ୍ଲାରୁ- ୧୫୨
ନବରଙ୍ଗପୁର ଜିଲ୍ଲାରୁ- ୧୮୭
ନୟାଗଡ ଜିଲ୍ଲାରୁ- ୧୯୪
ନୂଆପଡା ଜିଲ୍ଲାରୁ- ୨୦୫
ପୁରୀ ଜିଲ୍ଲାରୁ- ୧୬୫
ରାୟଗଡା ଜିଲ୍ଲାରୁ- ୨୨୧
ସମ୍ବଲପୁର ଜିଲ୍ଲାରୁ- ୧୮୧
ସୋନପୁର ଜିଲ୍ଲାରୁ- ୨୦୭
ସୁନ୍ଦରଗଡ ଜିଲ୍ଲାରୁ- ୧୦୦୧
ଷ୍ଟେଟ ପୁଲରୁ- ୫୦୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୯ ହଜାର ୪୨୩ ଏବଂ ବର୍ତ୍ତମାନ ୮୮ ହଜାର ୧୫୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।