Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ସାଥିରେ ଥିବା ବେଳେ ଶିବସେନା ରାଜ୍ୟର ଏକ ନମ୍ବର ପାର୍ଟି ଥିଲା, କିନ୍ତୁ ଏବେ?: ଫଡନଭିସ
ଆଜିର ଖବର

ବିଜେପି ସାଥିରେ ଥିବା ବେଳେ ଶିବସେନା ରାଜ୍ୟର ଏକ ନମ୍ବର ପାର୍ଟି ଥିଲା, କିନ୍ତୁ ଏବେ?: ଫଡନଭିସ

January 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପାର୍ଶ୍ୱରୁ ତୀବ୍ର ବାକଯୁଦ୍ଧ ଲାଗିରହିଛି। ଆଜି ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ଫଡନଭିସ୍ କହିଛନ୍ତି, “ମୁଁ ସେମାନଙ୍କୁ ମନେ ପକାଇବାକୁ ଚାହୁଁଛି ଯେ, ମୁମ୍ବାଇରେ ବିଜେପି କାଉନସିଲର ଥିବାବେଳେ ସେମାନଙ୍କ ଦଳ (ଶିବସେନା) ଜନ୍ମ ହୋଇନଥିଲା। ସେମାନେ ଆମ ସହିତ ଥିବା ପର୍ଯ୍ୟନ୍ତ ୧ କିମ୍ବା ୨ ନମ୍ବର ପାର୍ଟି ହୋଇଥିଲେ। କିନ୍ତୁ ବର୍ତ୍ତମାନ ଶିବସେନା ୪ ନମ୍ବରରେ ରହିଛି”

ଉଲ୍ଲେଖ ଯୋଗ୍ୟ ଯେ, ପାର୍ଟି ପ୍ରତିଷ୍ଠାତା ତଥା ଉଦ୍ଧବ ଠାକରେଙ୍କ ପିତା ବାଲ ଠାକରେଙ୍କ ୯୬ ତମ ଜନ୍ମ ବାର୍ଷିକୀରେ ଶିବ ସୈନିକଙ୍କୁ ଡିଜିଟାଲ୍ ସମ୍ବୋଧନ କରି ଉଦ୍ଧବ ଠାକରେ କହିଥିଲେ ଯେ, ଶିବସେନା ଶକ୍ତି ମାଧ୍ୟମରେ ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗେଇ ନେବା ପାଇଁ ବିଜେପି ସହିତ ହାତ ମିଳାଇଥିଲା। କାରଣ ଏହା ହିନ୍ଦୁତ୍ୱ ପାଇଁ କ୍ଷମତା ଚାହୁଁଥିଲା। ଶିବସେନା ହିନ୍ଦୁତ୍ୱକୁ କ୍ଷମତା ପାଇଁ କଦାପି ବ୍ୟବହାର କରିନଥିଲେ। ଶିବସେନା ହିନ୍ଦୁତ୍ୱ ନୁହେଁ, ବିଜେପିକୁ ଛାଡିଛି। ମୋର ବିଶ୍ୱାସ ଯେ, ବିଜେପିର ସୁବିଧାବାଦୀ ହିନ୍ଦୁତ୍ୱ କେବଳ କ୍ଷମତା ପାଇଁ। ଶିବସେନା ବିଜେପି ସହିତ ରହି ୨୫ ବର୍ଷ ନଷ୍ଟ କରିଛି ବୋଲି ଉଦ୍ଧବ କହିଥିଲେ।

ତେବେ ଉଦ୍ଧବଙ୍କ ଏହି ବିବୃତ୍ତିକୁ ନେଇ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ।

ଉଦ୍ଧବ ଠାକରେ ବିଜେପି ମହାରାଷ୍ଟ୍ର ଶିବସେନା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Latest News

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.