Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ପାଇଁ ଭଲ ଖବର: କ୍ରମାଗତ ହ୍ରାସ ପାଉଛି କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ
ଆଜିର ଖବର

ରାଜ୍ୟ ପାଇଁ ଭଲ ଖବର: କ୍ରମାଗତ ହ୍ରାସ ପାଉଛି କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

January 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୭ ହଜାର ୨୯୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୫୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୪୭୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୦୬

ବାଲେଶ୍ଵର ଜିଲ୍ଲାରୁ- ୨୩୪

ବରଗଡ ଜିଲ୍ଲାରୁ- ୮୫

ଭଦ୍ରକ ଜିଲ୍ଲାରୁ- ୯୪

ବଲାଙ୍ଗୀରି ଜିଲ୍ଲାରୁ- ୧୩୮

ବୌଦ୍ଧ ଜିଲ୍ଲାରୁ- ୯୩

କଟକ ଜିଲ୍ଲାରୁ – ୪୮୨

ଦେବଗଡ ଜିଲ୍ଲାରୁ- ୬୧

ଢେଙ୍କାନାଳ ଜିଲ୍ଲାରୁ- ୧୩୩

ଗଞ୍ଜାମ ଜିଲ୍ଲାରୁ- ୭୫

ଜଗତସିଂହପୁର ଜିଲ୍ଲାରୁ- ୧୦୮

ଯାଜପୁର ଜିଲ୍ଲାରୁ- ୨୧୯

ଝାରସୁଗୁଡା ଜିଲ୍ଲାରୁ- ୩୫

କଳାହାଣ୍ଡି ଜିଲ୍ଲାରୁ- ୧୮୮

କନ୍ଧମାଳ ଜିଲ୍ଲାରୁ- ୭୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୧୪

କେନ୍ଦୁଝର ଜିଲ୍ଲାରୁ- ୧୩୭

ଖୋର୍ଦ୍ଧା ଜିଲ୍ଲାରୁ- ୧୫୦୦

କୋରାପୁଟ ଜିଲ୍ଲାରୁ- ୧୨୮

ମାଲକାନଗିରି ଜିଲ୍ଲାରୁ- ୫୨

ମୟୂରଭଞ୍ଜ ଜିଲ୍ଲାରୁ- ୨୧୮

ନବରଙ୍ଗପୁର ଜିଲ୍ଲାରୁ- ୯୫

ନୟାଗଡ ଜିଲ୍ଲାରୁ- ୨୦୫

ନୂଆପଡା ଜିଲ୍ଲାରୁ- ୫୬

ପୁରୀ ଜିଲ୍ଲାରୁ- ୬୩

ରାୟଗଡା ଜିଲ୍ଲାରୁ- ୨୨୫

ସମ୍ବଲପୁର ଜିଲ୍ଲାରୁ- ୧୫୮

ସୋନପୁର ଜିଲ୍ଲାରୁ- ୨୦

ସୁନ୍ଦରଗଡ ଜିଲ୍ଲାରୁ- ୫୦୧

ଷ୍ଟେଟ ପୁଲରୁ- ୨୯୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୯୧୭ ଏବଂ ବର୍ତ୍ତମାନ ୭୭ ହଜାର ୩୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କରୋନା ଭଲ ଖବର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.