ଦିନ 11 ଟା ସୁଦ୍ଧା ଓଡିଶାରେ 18 ପ୍ରତିଶତ ଭୋଟ ଗ୍ରହଣ,କେଉଁଝରର 24 ପ୍ରତିଶତ

Published: Apr 23, 2019, 12:28 pm IST
voting percentage till 11.00am

ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ 11 ଟା ସୁଦ୍ଧି 18 ପ୍ରତିଶତ ଭୋଟ ହୋଇଥିବାର ମୁଖ୍ୟ ନିର୍ବାଚନ ଅଧିକାରଙ୍କ କାର୍ଯ୍ୟାଳୟରୁ ଜଣାପଡିଛି। ଏହି ସମୟ ମଧ୍ୟରେ

ସମ୍ବଲପୁପରେ 20 ପ୍ରତିଶତ

ଢେଙ୍କାନାଳରେ 22 ପ୍ରତିଶତ

କଟକରେ 15 ପ୍ରତିଶତ

ପୁରୀରେ 18 ପ୍ରତିଶତ

ଭୁବନେଶ୍ବରରେ 10 ପ୍ରତିଶତ

କେଉଁଝରରେ 24. 36 ପ୍ରତିଶତ ହୋଇଛି।

Related posts