ଭୁବନେଶ୍ବର: ଗତକାଲି ରାଜ୍ୟରେ ୫ ହଜାର ୮୯୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୪୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୬୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୩୦୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୧୨୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୦୯
ବାଲେଶ୍ଵର ଜିଲ୍ଲାରୁ- ୪୯୬
ବରଗଡ ଜିଲ୍ଲାରୁ- ୧୩୪
ଭଦ୍ରକ ଜିଲ୍ଲାରୁ- ୧୦୦
ବଲାଙ୍ଗୀରି ଜିଲ୍ଲାରୁ- ୨୦୭
ବୌଦ୍ଧ ଜିଲ୍ଲାରୁ- ୯୮
କଟକ ଜିଲ୍ଲାରୁ – ୫୪୮
ଦେବଗଡ ଜିଲ୍ଲାରୁ- ୨୫
ଢେଙ୍କାନାଳ ଜିଲ୍ଲାରୁ- ୩୭
ଗଞ୍ଜାମ ଜିଲ୍ଲାରୁ- ୩୪
ଜଗତସିଂହପୁର ଜିଲ୍ଲାରୁ- ୧୨୯
ଯାଜପୁର ଜିଲ୍ଲାରୁ- ୧୫୨
ଝାରସୁଗୁଡା ଜିଲ୍ଲାରୁ- ୪୫
କଳାହାଣ୍ଡି ଜିଲ୍ଲାରୁ- ୧୮୮
କନ୍ଧମାଳ ଜିଲ୍ଲାରୁ- ୧୨୩
କେନ୍ଦ୍ରାପଡା ଜିଲ୍ଲାରୁ- ୮୪
କେନ୍ଦୁଝର ଜିଲ୍ଲାରୁ- ୧୩୬
ଖୋର୍ଦ୍ଧା ଜିଲ୍ଲାରୁ- ୧୯୫୯
କୋରାପୁଟ ଜିଲ୍ଲାରୁ- ୧୫୯
ମାଲକାନଗିରି ଜିଲ୍ଲାରୁ- ୬୭
ମୟୂରଭଞ୍ଜ ଜିଲ୍ଲାରୁ- ୧୬୬
ନବରଙ୍ଗପୁର ଜିଲ୍ଲାରୁ- ୧୧୭
ନୟାଗଡ ଜିଲ୍ଲାରୁ- ୨୪୫
ନୂଆପଡା ଜିଲ୍ଲାରୁ- ୧୯୧
ପୁରୀ ଜିଲ୍ଲାରୁ- ୧୦୬
ରାୟଗଡା ଜିଲ୍ଲାରୁ- ୨୩୧
ସମ୍ବଲପୁର ଜିଲ୍ଲାରୁ- ୧୬୦
ସୋନପୁର ଜିଲ୍ଲାରୁ- ୨୧୨
ସୁନ୍ଦରଗଡ ଜିଲ୍ଲାରୁ- ୭୭୮
ଷ୍ଟେଟ ପୁଲରୁ- ୩୯୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୪୨ ହଜାର ୧୬୧ ଏବଂ ବର୍ତ୍ତମାନ ୭୪ ହଜାର ୫୧୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।