Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ପୁଣି ଉପର ମୁହାଁ କରୋନା ଗ୍ରାଫ, ଗତକାଲି ଠାରୁ ଆଜି ପ୍ରାୟ ୨ ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

ରାଜ୍ୟରେ ପୁଣି ଉପର ମୁହାଁ କରୋନା ଗ୍ରାଫ, ଗତକାଲି ଠାରୁ ଆଜି ପ୍ରାୟ ୨ ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ

January 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୫ ହଜାର ୮୯୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୪୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୬୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୩୦୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୧୨୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୦୯

ବାଲେଶ୍ଵର ଜିଲ୍ଲାରୁ- ୪୯୬

ବରଗଡ ଜିଲ୍ଲାରୁ- ୧୩୪

ଭଦ୍ରକ ଜିଲ୍ଲାରୁ- ୧୦୦

ବଲାଙ୍ଗୀରି ଜିଲ୍ଲାରୁ- ୨୦୭

ବୌଦ୍ଧ ଜିଲ୍ଲାରୁ- ୯୮

କଟକ ଜିଲ୍ଲାରୁ – ୫୪୮

ଦେବଗଡ ଜିଲ୍ଲାରୁ- ୨୫

ଢେଙ୍କାନାଳ ଜିଲ୍ଲାରୁ- ୩୭

ଗଞ୍ଜାମ ଜିଲ୍ଲାରୁ- ୩୪

ଜଗତସିଂହପୁର ଜିଲ୍ଲାରୁ- ୧୨୯

ଯାଜପୁର ଜିଲ୍ଲାରୁ- ୧୫୨

ଝାରସୁଗୁଡା ଜିଲ୍ଲାରୁ- ୪୫

କଳାହାଣ୍ଡି ଜିଲ୍ଲାରୁ- ୧୮୮

କନ୍ଧମାଳ ଜିଲ୍ଲାରୁ- ୧୨୩

କେନ୍ଦ୍ରାପଡା ଜିଲ୍ଲାରୁ- ୮୪

କେନ୍ଦୁଝର ଜିଲ୍ଲାରୁ- ୧୩୬

ଖୋର୍ଦ୍ଧା ଜିଲ୍ଲାରୁ- ୧୯୫୯

କୋରାପୁଟ ଜିଲ୍ଲାରୁ- ୧୫୯

ମାଲକାନଗିରି ଜିଲ୍ଲାରୁ- ୬୭

ମୟୂରଭଞ୍ଜ ଜିଲ୍ଲାରୁ- ୧୬୬

ନବରଙ୍ଗପୁର ଜିଲ୍ଲାରୁ- ୧୧୭

ନୟାଗଡ ଜିଲ୍ଲାରୁ- ୨୪୫

ନୂଆପଡା ଜିଲ୍ଲାରୁ- ୧୯୧

ପୁରୀ ଜିଲ୍ଲାରୁ- ୧୦୬

ରାୟଗଡା ଜିଲ୍ଲାରୁ- ୨୩୧

ସମ୍ବଲପୁର ଜିଲ୍ଲାରୁ- ୧୬୦

ସୋନପୁର ଜିଲ୍ଲାରୁ- ୨୧୨

ସୁନ୍ଦରଗଡ ଜିଲ୍ଲାରୁ- ୭୭୮

ଷ୍ଟେଟ ପୁଲରୁ- ୩୯୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୪୨ ହଜାର ୧୬୧ ଏବଂ ବର୍ତ୍ତମାନ ୭୪ ହଜାର ୫୧୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କ୍ୱାରେଣ୍ଟାଇନ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

November 14, 2025

କମିଲା ସୁନା ଦର: ଜାଣନ୍ତୁ ଆଜି ଭୁବନେଶ୍ଵରରେ କେତେ ହ୍ରାସ ପାଇଲା ସୁନାର ମୂଲ୍ୟ 

November 14, 2025

Rising Star Asia Cup 2025: ଆଜି ୟୁଏଇ ବିପକ୍ଷରେ ଆତଙ୍କ ସୃଷ୍ଟି କରିବେ ବୈଭବ ସୂର୍ଯ୍ୟବଂଶୀ

November 14, 2025
Latest News

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

November 14, 2025

କମିଲା ସୁନା ଦର: ଜାଣନ୍ତୁ ଆଜି ଭୁବନେଶ୍ଵରରେ କେତେ ହ୍ରାସ ପାଇଲା ସୁନାର ମୂଲ୍ୟ 

November 14, 2025

Rising Star Asia Cup 2025: ଆଜି ୟୁଏଇ ବିପକ୍ଷରେ ଆତଙ୍କ ସୃଷ୍ଟି କରିବେ ବୈଭବ ସୂର୍ଯ୍ୟବଂଶୀ

November 14, 2025

ନୂଆପଡା ଉପ ନିର୍ବାଚନ ଫଳାଫଳ: ନବମ ପର୍ଯ୍ୟାୟ ଗଣତି ଶେଷ, ବହୁ ଆଗରେ ବିଜେପି

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.