Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଉ ୫ ହଜାର ୫୭ ଆକ୍ରାନ୍ତ ଚିହ୍ନଟ, ଗତକାଲି ଠାରୁ ମଧ୍ୟ ଆଜି କମ ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

ରାଜ୍ୟରେ ଆଉ ୫ ହଜାର ୫୭ ଆକ୍ରାନ୍ତ ଚିହ୍ନଟ, ଗତକାଲି ଠାରୁ ମଧ୍ୟ ଆଜି କମ ଆକ୍ରାନ୍ତ ଚିହ୍ନଟ

January 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୫ ହଜାର ୯୦୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୬୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୯୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୧୨୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୧୦

ବାଲେଶ୍ଵର ଜିଲ୍ଲାରୁ- ୨୦୨

ବରଗଡ ଜିଲ୍ଲାରୁ- ୮୫

ଭଦ୍ରକ ଜିଲ୍ଲାରୁ- ୯୧

ବଲାଙ୍ଗୀରି ଜିଲ୍ଲାରୁ- ୧୩୩

ବୌଦ୍ଧ ଜିଲ୍ଲାରୁ- ୪୪

କଟକ ଜିଲ୍ଲାରୁ – ୪୯୫

ଦେବଗଡ ଜିଲ୍ଲାରୁ- ୫୧

ଢେଙ୍କାନାଳ ଜିଲ୍ଲାରୁ- ୬୯

ଗଞ୍ଜାମ ଜିଲ୍ଲାରୁ- ୬୦

ଜଗତସିଂହପୁର ଜିଲ୍ଲାରୁ- ୧୨୫

ଯାଜପୁର ଜିଲ୍ଲାରୁ- ୧୨୮

ଝାରସୁଗୁଡା ଜିଲ୍ଲାରୁ- ୫୦

କଳାହାଣ୍ଡି ଜିଲ୍ଲାରୁ- ୧୪୦

କନ୍ଧମାଳ ଜିଲ୍ଲାରୁ- ୮୪

କେନ୍ଦ୍ରାପଡା ଜିଲ୍ଲାରୁ- ୩୪

କେନ୍ଦୁଝର ଜିଲ୍ଲାରୁ- ୪୯

ଖୋର୍ଦ୍ଧା ଜିଲ୍ଲାରୁ- ୧୧୧୧

କୋରାପୁଟ ଜିଲ୍ଲାରୁ- ୭୬

ମାଲକାନଗିରି ଜିଲ୍ଲାରୁ- ୫୮

ମୟୂରଭଞ୍ଜ ଜିଲ୍ଲାରୁ- ୧୩୫

ନବରଙ୍ଗପୁର ଜିଲ୍ଲାରୁ- ୧୩୬

ନୟାଗଡ ଜିଲ୍ଲାରୁ- ୨୧୭

ନୂଆପଡା ଜିଲ୍ଲାରୁ- ୧୯୦

ପୁରୀ ଜିଲ୍ଲାରୁ- ୯୪

ରାୟଗଡା ଜିଲ୍ଲାରୁ- ୮୫

ସମ୍ବଲପୁର ଜିଲ୍ଲାରୁ- ୧୭୯

ସୋନପୁର ଜିଲ୍ଲାରୁ- ୧୦୪

ସୁନ୍ଦରଗଡ ଜିଲ୍ଲାରୁ- ୪୨୯

ଷ୍ଟେଟ ପୁଲରୁ- ୨୨୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୨୨୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୩ ହଜାର ୩୯୬ ଏବଂ ବର୍ତ୍ତମାନ ୬୪ ହଜାର ୨୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କ୍ୱାରେଣ୍ଟାଇନ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025
Latest News

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025

ଅକ୍ଟୋବର ୨ ରୁ ୩୧ ଯାଏଁ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦

September 18, 2025

ଆସନ୍ତା ୨୨ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.