ଦିନ ଗୋଟାଏ ସୁଦ୍ଧା ଓଡିଶାର ଭୋଟ ପ୍ରତିଶତ 25 ଟପିଲା, କେଉଁଝରରେ 30 ପ୍ରତିଶତ ମତଦାନ

Published: Apr 23, 2019, 1:57 pm IST

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ଓଡିଶାରେ ଦିନ ଗୋଟାଏ ସୁଦ୍ଧା 25.26 ପ୍ରତିଶତ ହୋଇଛି।  ବର୍ତ୍ତମାନ 3ୟ ପର୍ଯ୍ୟାୟ ଯେଉଁ 6ଟି ଲୋକସଭା ଆସନରେ ମତଦାନ ହୋଇଛି ସେଗୁଡିକର ଭୋଟଦାନ ପ୍ରତିଶତ ହାର ହେଲା

ସମ୍ବଲପୁର-26.63 %

କେଉଁଝର-30.13 %

ଢେଙ୍କାନାଳ-29.54 %

କଟକ-18.48 %

ପୁରୀ-25.89 %

ଭୁବନେଶ୍ବର-21.45  %

Related posts