Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଲ୍‌କିସ୍‌ ବାନୋ ମାମଲା : ପୀଡିତାଙ୍କ ପରିବାରକୁ 50 ଲକ୍ଷ ସହାୟତା ରାଶି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ
ଆଜିର ଖବର

ବିଲ୍‌କିସ୍‌ ବାନୋ ମାମଲା : ପୀଡିତାଙ୍କ ପରିବାରକୁ 50 ଲକ୍ଷ ସହାୟତା ରାଶି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

April 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bilkis bano to get paid 50 lakhs
bilkis bano to get paid 50 lakhs

2002 ଗୁଜରାତ ଦଙ୍ଗା ସମୟରେ ଘଟିଥିବା ବିଲ୍‌କିସ୍‌ ବାନୋ ମାମଲାରେ ପୀଡିତାଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ସାମ୍ପ୍ରଦାୟିକ ଦଙ୍ଗାରେ ପୀଡିତ ବିଲ୍‌କିସ୍‌ ୟାକୁବ୍‌ ରସୁଲ ବାନୋଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ସହିତ, ସରକାରୀ ଚାକିରି ଏବଂ ପସନ୍ଦ ସ୍ଥାନରେ ସରକାରୀ ଗୃହ ଯୋଗାଇବା ପାଇଁ ମଙ୍ଗଳବାର ଦିନ ସର୍ବୋଚ୍ଚ କୋର୍ଟ ଗୁଜରାତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ 3, 2002ରେ ଅହମ୍ମଦାବାଦର ରାଧିକପୁର ଗ୍ରାମରେ ଗର୍ଭବତୀ ବିଲ୍‌କିସ୍‌ ବାନୋଙ୍କୁ ଗଣ ବଳାତ୍କାର କରାଯାଇଥିଲା । ଏହି ଘଟଣାରେ ବାନୋଙ୍କ ପରିବାରର 7 ଜଣଙ୍କୁ ହତ୍ୟା କରାଯାଇଥିଲା । ଗୁଜୁରାତ ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ହେମନ୍ତିକା ଓ୍ବାହି ରାୟର ବିରୋଧ କରିବାରୁ ଖମଣ୍ଡପୀଠ ନିରାଶା ବ୍ୟକ୍ତ କରିବା ସହ ଏହି ମାମଲାରେ ସମ୍ପୃକ୍ତ ପୋଲିସ୍‌ ଅଧିକାରୀଙ୍କ ପେନ୍‌ସନ୍‌ ଅର୍ଥ ପ୍ରଦାନ କରିବାକୁ ରାୟ ଶୁଣାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.