ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୮୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୪୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୧୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୪୩୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୫୨
ବାଲେଶ୍ଵର ଜିଲ୍ଲାରୁ- ୧୦୫
ବରଗଡ ଜିଲ୍ଲାରୁ- ୮୨
ଭଦ୍ରକ ଜିଲ୍ଲାରୁ- ୫୨
ବଲାଙ୍ଗୀରି ଜିଲ୍ଲାରୁ- ୧୦୩
ବୌଦ୍ଧ ଜିଲ୍ଲାରୁ- ୫୩
କଟକ ଜିଲ୍ଲାରୁ – ୨୦୨
ଦେବଗଡ ଜିଲ୍ଲାରୁ- ୭୧
ଢେଙ୍କାନାଳ ଜିଲ୍ଲାରୁ- ୩୫
ଗଜପତି ଜିଲ୍ଲାରୁ- ୭୩
ଗଞ୍ଜାମ ଜିଲ୍ଲାରୁ- ୬୪
ଜଗତସିଂହପୁର ଜିଲ୍ଲାରୁ- ୬୪
ଯାଜପୁର ଜିଲ୍ଲାରୁ- ୭୩
ଝାରସୁଗୁଡା ଜିଲ୍ଲାରୁ- ୫୫
କଳାହାଣ୍ଡି ଜିଲ୍ଲାରୁ- ୬୩
କନ୍ଧମାଳ ଜିଲ୍ଲାରୁ- ୪୪
କେନ୍ଦ୍ରାପଡା ଜିଲ୍ଲାରୁ- ୬୦
କେନ୍ଦୁଝର ଜିଲ୍ଲାରୁ- ୩୯
ଖୋର୍ଦ୍ଧା ଜିଲ୍ଲାରୁ- ୭୧୪
କୋରାପୁଟ ଜିଲ୍ଲାରୁ- ୫୩
ମାଲକାନଗିରି ଜିଲ୍ଲାରୁ- ୧୬
ମୟୂରଭଞ୍ଜ ଜିଲ୍ଲାରୁ- ୧୮୦
ନବରଙ୍ଗପୁର ଜିଲ୍ଲାରୁ- ୯୯
ନୟାଗଡ ଜିଲ୍ଲାରୁ- ୧୨୫
ନୂଆପଡା ଜିଲ୍ଲାରୁ- ୧୮୧
ପୁରୀ ଜିଲ୍ଲାରୁ- ୭୨
ରାୟଗଡା ଜିଲ୍ଲାରୁ- ୩୬
ସମ୍ବଲପୁର ଜିଲ୍ଲାରୁ- ୧୩୧
ସୋନପୁର ଜିଲ୍ଲାରୁ- ୨୧
ସୁନ୍ଦରଗଡ ଜିଲ୍ଲାରୁ- ୨୮୭
ଷ୍ଟେଟ ପୁଲରୁ- ୧୪୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯ ହଜାର ୩୧୬ ଏବଂ ବର୍ତ୍ତମାନ ୩୭ ହଜାର ୭୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।