Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୨୫ରେ ହେବ ୯ଟି ବୁଥରେ ସାନି ମତଦାନ
ଆଜିର ଖବର

ଆସନ୍ତା ୨୫ରେ ହେବ ୯ଟି ବୁଥରେ ସାନି ମତଦାନ

April 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bypoll will hold on 25th
bypoll will hold on 25th

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ସ୍ଥଗିତ ଥିବା ୯ଟି ବୁଥରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସୂଚନାନୁସାରେ, ଗତ ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ଟି ଲୋକସଭା ସମେତ ୩୫ଟି ବିଧାନସଭା ଆସନରେ ଭୋଟଦାନ କରାଯାଇଥିଲା ।  କିଛି ବୁଥରେ ଇଭିଏମ, ଭିଭିପାଟ୍, ବୁଥ ରିଗିଂ ଅଭିଯୋଗ ଆସିଥିଲା । ଫଳରେ ଏହି ସମସ୍ତ ବୁଥରେ ସାନି ନିର୍ବାଚନ ହେବା ନେଇ କମିଶନ ସୂଚନା ଦେଇଥିଲେ  । ତେବେ ଏହି ସବୁ ବୁଥରେ ଆସନ୍ତା ୨୫ରେ ମତଦାନ ହେବ ବୋଲି ଜଣାପଡିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନର ସୂଚନା ପ୍ରଦାନ କରିଛନ୍ତି ।  ସାନି ନିର୍ବାଚନ ହେବାକୁ ଥିବା ବୁଥ ମଧ୍ୟରେ ସୁନ୍ଦରଗଡର ବୁଥ ନମ୍ବର ୨୧୩, ଦଶପଲାର ବାହାଡାଝୋଲା, ବରଗଡ ବେତନଟୀ, ପଦ୍ମପୁର, ଅତାବିରା, ଅରେଇଗୁଡି ଏବଂ ବରଗଡର ଶକ୍ତିନଗର ବୁଥ ସାମିଲ ଅଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ବିଶ୍ୱକପ୍ ଜିତିଲା ଭାରତୀୟ ରୋଲ୍ ବଲ୍ ମହିଳା ଦଳ, ମେରଠରେ ଅଧିନାୟକଙ୍କୁ ଭବ୍ୟ ସ୍ୱାଗତ

December 21, 2025

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025

ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

December 21, 2025
Latest News

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ଟ୍ରେନ ଯାତ୍ରୀଙ୍କ ବଡ ଖବର: ଏହି ତାରିଖରୁ ବଢିବ ଭଡ଼ା, କିନ୍ତୁ ଏହି ଯାତ୍ରୀମାନଙ୍କ ପାଇଁ ଆଶ୍ଵସ୍ତି

December 21, 2025

ବିଶ୍ୱକପ୍ ଜିତିଲା ଭାରତୀୟ ରୋଲ୍ ବଲ୍ ମହିଳା ଦଳ, ମେରଠରେ ଅଧିନାୟକଙ୍କୁ ଭବ୍ୟ ସ୍ୱାଗତ

December 21, 2025

ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ତେଲ ନାହିଁ: ତୈଳ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

December 21, 2025

ଜୋହାନ୍ସବର୍ଗର ବାରରେ ପଶି ଗୁଳିକାଣ୍ଡ: ୯ ମୃତ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.