ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୬୨୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୬୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୧୨୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୫୫
ବାଲେଶ୍ଵର ଜିଲ୍ଲାରୁ- ୭୩
ବରଗଡ ଜିଲ୍ଲାରୁ- ୫୩
ଭଦ୍ରକ ଜିଲ୍ଲାରୁ- ୪୮
ବଲାଙ୍ଗୀରି ଜିଲ୍ଲାରୁ- ୯୮
ବୌଦ୍ଧ ଜିଲ୍ଲାରୁ- ୪୮
କଟକ ଜିଲ୍ଲାରୁ – ୧୩୮
ଦେବଗଡ ଜିଲ୍ଲାରୁ- ୩୯
ଢେଙ୍କାନାଳ ଜିଲ୍ଲାରୁ- ୪୦
ଗଜପତି ଜିଲ୍ଲାରୁ- ୫୯
ଗଞ୍ଜାମ ଜିଲ୍ଲାରୁ- ୧୬
ଜଗତସିଂହପୁର ଜିଲ୍ଲାରୁ- ୬୭
ଯାଜପୁର ଜିଲ୍ଲାରୁ- ୧୨୭
ଝାରସୁଗୁଡା ଜିଲ୍ଲାରୁ- ୩୬
କଳାହାଣ୍ଡି ଜିଲ୍ଲାରୁ- ୯୫
କନ୍ଧମାଳ ଜିଲ୍ଲାରୁ- ୩୪
କେନ୍ଦ୍ରାପଡା ଜିଲ୍ଲାରୁ- ୪୦
କେନ୍ଦୁଝର ଜିଲ୍ଲାରୁ- ୪୪
ଖୋର୍ଦ୍ଧା ଜିଲ୍ଲାରୁ- ୫୧୩
କୋରାପୁଟ ଜିଲ୍ଲାରୁ- ୪୧
ମାଲକାନଗିରି ଜିଲ୍ଲାରୁ- ୧୮
ମୟୂରଭଞ୍ଜ ଜିଲ୍ଲାରୁ- ୧୨୮
ନବରଙ୍ଗପୁର ଜିଲ୍ଲାରୁ- ୭୫
ନୟାଗଡ ଜିଲ୍ଲାରୁ- ୯୬
ନୂଆପଡା ଜିଲ୍ଲାରୁ- ୫୫
ପୁରୀ ଜିଲ୍ଲାରୁ- ୬୩
ରାୟଗଡା ଜିଲ୍ଲାରୁ- ୮୫
ସମ୍ବଲପୁର ଜିଲ୍ଲାରୁ- ୮୫
ସୋନପୁର ଜିଲ୍ଲାରୁ- ୨୯
ସୁନ୍ଦରଗଡ ଜିଲ୍ଲାରୁ- ୨୯୧
ଷ୍ଟେଟ ପୁଲରୁ- ୧୦୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୧୦୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୨ ହଜାର ୮୬୭ ଏବଂ ବର୍ତ୍ତମାନ ୩୦ ହଜାର ୪୯୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।