ଭୁବନେଶ୍ବର: ଗତକାଲି ରାଜ୍ୟରେ ୨ ହଜାର ୧୦୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୪୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୮୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୨୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୭୧
ବାଲେଶ୍ଵର ଜିଲ୍ଲାରୁ- ୫୦
ବରଗଡ ଜିଲ୍ଲାରୁ- ୨୨
ଭଦ୍ରକ ଜିଲ୍ଲାରୁ- ୧୯
ବଲାଙ୍ଗୀରି ଜିଲ୍ଲାରୁ- ୨୨
ବୌଦ୍ଧ ଜିଲ୍ଲାରୁ- ୩୨
କଟକ ଜିଲ୍ଲାରୁ – ୬୯
ଦେବଗଡ ଜିଲ୍ଲାରୁ- ୬୨
ଢେଙ୍କାନାଳ ଜିଲ୍ଲାରୁ- ୨୭
ଗଜପତି ଜିଲ୍ଲାରୁ- ୪୫
ଗଞ୍ଜାମ ଜିଲ୍ଲାରୁ- ୮
ଜଗତସିଂହପୁର ଜିଲ୍ଲାରୁ- ୨୪
ଯାଜପୁର ଜିଲ୍ଲାରୁ- ୬୪
ଝାରସୁଗୁଡା ଜିଲ୍ଲାରୁ- ୭୫
କଳାହାଣ୍ଡି ଜିଲ୍ଲାରୁ- ୩୮
କନ୍ଧମାଳ ଜିଲ୍ଲାରୁ- ୩୧
କେନ୍ଦ୍ରାପଡା ଜିଲ୍ଲାରୁ- ୧୬
କେନ୍ଦୁଝର ଜିଲ୍ଲାରୁ- ୪୨
ଖୋର୍ଦ୍ଧା ଜିଲ୍ଲାରୁ- ୨୫୧
କୋରାପୁଟ ଜିଲ୍ଲାରୁ- ୬୬
ମାଲକାନଗିରି ଜିଲ୍ଲାରୁ- ୭
ମୟୂରଭଞ୍ଜ ଜିଲ୍ଲାରୁ- ୩୫
ନବରଙ୍ଗପୁର ଜିଲ୍ଲାରୁ- ୩୪
ନୟାଗଡ ଜିଲ୍ଲାରୁ- ୫୬
ନୂଆପଡା ଜିଲ୍ଲାରୁ- ୨୩
ପୁରୀ ଜିଲ୍ଲାରୁ- ୩୭
ରାୟଗଡା ଜିଲ୍ଲାରୁ- ୫୨
ସମ୍ବଲପୁର ଜିଲ୍ଲାରୁ- ୫୯
ସୋନପୁର ଜିଲ୍ଲାରୁ- ୬
ସୁନ୍ଦରଗଡ ଜିଲ୍ଲାରୁ- ୧୦୧
ଷ୍ଟେଟ ପୁଲରୁ- ୫୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୩୦୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୯୭୬ ଏବଂ ବର୍ତ୍ତମାନ ୨୧ ହଜାର ୫୨୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।