ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୪୯୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୫୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୩୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୫୧
ବାଲେଶ୍ଵର ଜିଲ୍ଲାରୁ- ୩୦
ବରଗଡ ଜିଲ୍ଲାରୁ- ୨୧
ଭଦ୍ରକ ଜିଲ୍ଲାରୁ- ୨୦
ବଲାଙ୍ଗୀରି ଜିଲ୍ଲାରୁ- ୩୩
ବୌଦ୍ଧ ଜିଲ୍ଲାରୁ- ୧୦
କଟକ ଜିଲ୍ଲାରୁ– ୮୩
ଦେବଗଡ ଜିଲ୍ଲାରୁ- ୨୫
ଢେଙ୍କାନାଳ ଜିଲ୍ଲାରୁ- ୪୨
ଗଜପତି ଜିଲ୍ଲାରୁ- ୩୭
ଗଞ୍ଜାମ ଜିଲ୍ଲାରୁ- ୨୬
ଜଗତସିଂହପୁର ଜିଲ୍ଲାରୁ- ୪୨
ଯାଜପୁର ଜିଲ୍ଲାରୁ- ୫୫
ଝାରସୁଗୁଡା ଜିଲ୍ଲାରୁ- ୧୭
କଳାହାଣ୍ଡି ଜିଲ୍ଲାରୁ- ୪୦
କନ୍ଧମାଳ ଜିଲ୍ଲାରୁ- ୧୭
କେନ୍ଦ୍ରାପଡା ଜିଲ୍ଲାରୁ- ୧୯
କେନ୍ଦୁଝର ଜିଲ୍ଲାରୁ- ୩୬
ଖୋର୍ଦ୍ଧା ଜିଲ୍ଲାରୁ- ୩୩୩
କୋରାପୁଟ ଜିଲ୍ଲାରୁ- ୨
ମାଲକାନଗିରି ଜିଲ୍ଲାରୁ- ୮
ମୟୂରଭଞ୍ଜ ଜିଲ୍ଲାରୁ- ୧୦୮
ନବରଙ୍ଗପୁର ଜିଲ୍ଲାରୁ- ୧୯
ନୟାଗଡ ଜିଲ୍ଲାରୁ- ୫୩
ନୂଆପଡା ଜିଲ୍ଲାରୁ- ୨୫
ପୁରୀ ଜିଲ୍ଲାରୁ- ୫୪
ରାୟଗଡା ଜିଲ୍ଲାରୁ- ୩୧
ସମ୍ବଲପୁର ଜିଲ୍ଲାରୁ- ୨୬
ସୋନପୁର ଜିଲ୍ଲାରୁ- ୨୨
ସୁନ୍ଦରଗଡ ଜିଲ୍ଲାରୁ- ୧୫୭
ଷ୍ଟେଟ ପୁଲରୁ- ୬୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୫୯୭ ଏବଂ ବର୍ତ୍ତମାନ ୧୯ ହଜାର ୩୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।