ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୫୭୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୫୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୧୯
ବାଲେଶ୍ଵର ଜିଲ୍ଲାରୁ- ୪୦
ବରଗଡ ଜିଲ୍ଲାରୁ- ୨୩
ଭଦ୍ରକ ଜିଲ୍ଲାରୁ- ୨୫
ବଲାଙ୍ଗୀରି ଜିଲ୍ଲାରୁ- ୧୦
ବୌଦ୍ଧ ଜିଲ୍ଲାରୁ- ୨୭
କଟକ ଜିଲ୍ଲାରୁ– ୮୫
ଦେବଗଡ ଜିଲ୍ଲାରୁ- ୩୭
ଢେଙ୍କାନାଳ ଜିଲ୍ଲାରୁ- ୧୧
ଗଜପତି ଜିଲ୍ଲାରୁ- ୪୪
ଗଞ୍ଜାମ ଜିଲ୍ଲାରୁ- ୫୫
ଜଗତସିଂହପୁର ଜିଲ୍ଲାରୁ- ୩୫
ଯାଜପୁର ଜିଲ୍ଲାରୁ- ୫୦
ଝାରସୁଗୁଡା ଜିଲ୍ଲାରୁ- ୨୩
କଳାହାଣ୍ଡି ଜିଲ୍ଲାରୁ- ୩୫
କନ୍ଧମାଳ ଜିଲ୍ଲାରୁ- ୨୦
କେନ୍ଦ୍ରାପଡା ଜିଲ୍ଲାରୁ- ୩୮
କେନ୍ଦୁଝର ଜିଲ୍ଲାରୁ- ୫୩
ଖୋର୍ଦ୍ଧା ଜିଲ୍ଲାରୁ- ୨୨୩
କୋରାପୁଟ ଜିଲ୍ଲାରୁ- ୭୨
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୫୩
ନବରଙ୍ଗପୁର ଜିଲ୍ଲାରୁ- ୩୨
ନୟାଗଡ ଜିଲ୍ଲାରୁ- ୩୬
ନୂଆପଡା ଜିଲ୍ଲାରୁ- ୨୬
ପୁରୀ ଜିଲ୍ଲାରୁ- ୩୩
ରାୟଗଡା ଜିଲ୍ଲାରୁ- ୭୫
ସମ୍ବଲପୁର ଜିଲ୍ଲାରୁ- ୬୫
ସୋନପୁର ଜିଲ୍ଲାରୁ- ୧୭
ସୁନ୍ଦରଗଡ ଜିଲ୍ଲାରୁ- ୧୨୪
ଷ୍ଟେଟ ପୁଲରୁ- ୫୨
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୩ ହଜାର ୯୧୪ ଏବଂ ବର୍ତ୍ତମାନ ୧୩ ହଜାର ୨୮୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।