ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୧୪୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୦୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୪୫
ବାଲେଶ୍ଵର ଜିଲ୍ଲାରୁ- ୨୧
ବରଗଡ ଜିଲ୍ଲାରୁ- ୧୨
ଭଦ୍ରକ ଜିଲ୍ଲାରୁ- ୯
ବଲାଙ୍ଗୀରି ଜିଲ୍ଲାରୁ- ୨୦
ବୌଦ୍ଧ ଜିଲ୍ଲାରୁ- ୨୦
କଟକ ଜିଲ୍ଲାରୁ– ୬୫
ଦେବଗଡ ଜିଲ୍ଲାରୁ- ୯
ଢେଙ୍କାନାଳ ଜିଲ୍ଲାରୁ- ୯
ଗଜପତି ଜିଲ୍ଲାରୁ- ୩୯
ଗଞ୍ଜାମ ଜିଲ୍ଲାରୁ- ୧୮
ଜଗତସିଂହପୁର ଜିଲ୍ଲାରୁ- ୧୫
ଯାଜପୁର ଜିଲ୍ଲାରୁ- ୪୫
ଝାରସୁଗୁଡା ଜିଲ୍ଲାରୁ- ୨୪
କଳାହାଣ୍ଡି ଜିଲ୍ଲାରୁ- ୧୦
କନ୍ଧମାଳ ଜିଲ୍ଲାରୁ- ୮
କେନ୍ଦ୍ରାପଡା ଜିଲ୍ଲାରୁ- ୨୫
କେନ୍ଦୁଝର ଜିଲ୍ଲାରୁ- ୧୬
ଖୋର୍ଦ୍ଧା ଜିଲ୍ଲାରୁ- ୧୦୫
କୋରାପୁଟ ଜିଲ୍ଲାରୁ- ୭୧
ମାଲକାନଗିରି ଜିଲ୍ଲାରୁ- ୧୨
ମୟୂରଭଞ୍ଜ ଜିଲ୍ଲାରୁ- ୩୪
ନବରଙ୍ଗପୁର ଜିଲ୍ଲାରୁ- ୧୧
ନୟାଗଡ ଜିଲ୍ଲାରୁ- ୧୯
ନୂଆପଡା ଜିଲ୍ଲାରୁ- ୧୩
ପୁରୀ ଜିଲ୍ଲାରୁ- ୧୬
ରାୟଗଡା ଜିଲ୍ଲାରୁ- ୨୯
ସମ୍ବଲପୁର ଜିଲ୍ଲାରୁ- ୩୫
ସୋନପୁର ଜିଲ୍ଲାରୁ- ୧୮
ସୁନ୍ଦରଗଡ ଜିଲ୍ଲାରୁ- ୬୨
ଷ୍ଟେଟ ପୁଲରୁ- ୨୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୧୨୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୭ ହଜାର ୮୪୦ ଏବଂ ବର୍ତ୍ତମାନ ୧୧ ହଜାର ୩୨୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।