ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୨୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୮୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୬
ବାଲେଶ୍ଵର ଜିଲ୍ଲାରୁ- ୨୫
ବରଗଡ ଜିଲ୍ଲାରୁ- ୧୧
ଭଦ୍ରକ ଜିଲ୍ଲାରୁ- ୧୬
ବଲାଙ୍ଗୀରି ଜିଲ୍ଲାରୁ- ୭
ବୌଦ୍ଧ ଜିଲ୍ଲାରୁ- ୧୨
କଟକ ଜିଲ୍ଲାରୁ– ୬୪
ଦେବଗଡ ଜିଲ୍ଲାରୁ- ୧୭
ଢେଙ୍କାନାଳ ଜିଲ୍ଲାରୁ- ୧୭
ଗଜପତି ଜିଲ୍ଲାରୁ- ୩୩
ଗଞ୍ଜାମ ଜିଲ୍ଲାରୁ- ୯
ଜଗତସିଂହପୁର ଜିଲ୍ଲାରୁ- ୨୮
ଯାଜପୁର ଜିଲ୍ଲାରୁ- ୪୦
ଝାରସୁଗୁଡା ଜିଲ୍ଲାରୁ- ୧୦
କଳାହାଣ୍ଡି ଜିଲ୍ଲାରୁ- ୧୧
କନ୍ଧମାଳ ଜିଲ୍ଲାରୁ- ୨୬
କେନ୍ଦ୍ରାପଡା ଜିଲ୍ଲାରୁ- ୧୪
କେନ୍ଦୁଝର ଜିଲ୍ଲାରୁ- ୧୫
ଖୋର୍ଦ୍ଧା ଜିଲ୍ଲାରୁ- ୧୧୩
କୋରାପୁଟ ଜିଲ୍ଲାରୁ- ୯୦
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୨୬
ନବରଙ୍ଗପୁର ଜିଲ୍ଲାରୁ- ୨୦
ନୟାଗଡ ଜିଲ୍ଲାରୁ- ୧୭
ନୂଆପଡା ଜିଲ୍ଲାରୁ- ୨୫
ପୁରୀ ଜିଲ୍ଲାରୁ- ୧୧
ରାୟଗଡା ଜିଲ୍ଲାରୁ- ୧୩
ସମ୍ବଲପୁର ଜିଲ୍ଲାରୁ- ୩୯
ସୋନପୁର ଜିଲ୍ଲାରୁ- ୧୦
ସୁନ୍ଦରଗଡ ଜିଲ୍ଲାରୁ- ୮୯
ଷ୍ଟେଟ ପୁଲରୁ- ୨୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୯୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୪୬୭ ଏବଂ ବର୍ତ୍ତମାନ ୯ ହଜାର ୪୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।