Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟରେ ୮୮୬ ତଳେ ରହିଛି କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ
ଆଜିର ଖବର

ଆଜି ରାଜ୍ୟରେ ୮୮୬ ତଳେ ରହିଛି କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

February 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୫୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୭୦  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୪

ବାଲେଶ୍ଵର ଜିଲ୍ଲାରୁ- ୩୬

ବରଗଡ ଜିଲ୍ଲାରୁ- ୧୦

ଭଦ୍ରକ ଜିଲ୍ଲାରୁ- ୧୧

ବଲାଙ୍ଗୀରି ଜିଲ୍ଲାରୁ- ୧୩

ବୌଦ୍ଧ ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ– ୪୦

ଦେବଗଡ ଜିଲ୍ଲାରୁ- ୧୫

ଢେଙ୍କାନାଳ ଜିଲ୍ଲାରୁ- ୧୦

ଗଜପତି ଜିଲ୍ଲାରୁ- ୨୩

ଗଞ୍ଜାମ ଜିଲ୍ଲାରୁ- ୧୬

ଜଗତସିଂହପୁର ଜିଲ୍ଲାରୁ- ୧୪

ଯାଜପୁର ଜିଲ୍ଲାରୁ- ୩୨

ଝାରସୁଗୁଡା ଜିଲ୍ଲାରୁ- ୨୦

କଳାହାଣ୍ଡି ଜିଲ୍ଲାରୁ- ୧୨

କନ୍ଧମାଳ ଜିଲ୍ଲାରୁ- ୨୫

କେନ୍ଦ୍ରାପଡା ଜିଲ୍ଲାରୁ- ୧୮

କେନ୍ଦୁଝର ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୮୬

କୋରାପୁଟ ଜିଲ୍ଲାରୁ- ୬୬

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୨୩

ନବରଙ୍ଗପୁର ଜିଲ୍ଲାରୁ- ୧୩

ନୟାଗଡ ଜିଲ୍ଲାରୁ- ୨୦

ନୂଆପଡା ଜିଲ୍ଲାରୁ- ୧୯

ପୁରୀ ଜିଲ୍ଲାରୁ- ୮

ରାୟଗଡା ଜିଲ୍ଲାରୁ- ୨୨

ସମ୍ବଲପୁର ଜିଲ୍ଲାରୁ- ୧୭୯

ସୋନପୁର ଜିଲ୍ଲାରୁ- ୨୫

ସୁନ୍ଦରଗଡ ଜିଲ୍ଲାରୁ- ୭୯

ଷ୍ଟେଟ ପୁଲରୁ- ୧୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୮୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୩ ହଜାର ୧୦୬ ଏବଂ ବର୍ତ୍ତମାନ ୮ ହଜାର ୬୬୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025

ଅନନ୍ତନାଗରେ ମିଳିଲା ପ୍ରାଚୀନ ଶିବଲିଙ୍ଗ ଏବଂ ମୂର୍ତ୍ତି!: କାଶ୍ମୀରୀ ପଣ୍ଡିତଙ୍କ ସହ ରହିଛି ସମ୍ପର୍କ

August 4, 2025

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025
Latest News

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025

ଅନନ୍ତନାଗରେ ମିଳିଲା ପ୍ରାଚୀନ ଶିବଲିଙ୍ଗ ଏବଂ ମୂର୍ତ୍ତି!: କାଶ୍ମୀରୀ ପଣ୍ଡିତଙ୍କ ସହ ରହିଛି ସମ୍ପର୍କ

August 4, 2025

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.