ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୭୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୪୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୧
ବାଲେଶ୍ଵର ଜିଲ୍ଲାରୁ- ୧୫
ବରଗଡ ଜିଲ୍ଲାରୁ- ୮
ଭଦ୍ରକ ଜିଲ୍ଲାରୁ- ୬
ବଲାଙ୍ଗୀରି ଜିଲ୍ଲାରୁ- ୫
ବୌଦ୍ଧ ଜିଲ୍ଲାରୁ- ୮
କଟକ ଜିଲ୍ଲାରୁ- ୧୫
ଦେବଗଡ ଜିଲ୍ଲାରୁ- ୨
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୨୪
ଗଞ୍ଜାମ ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୫
ଯାଜପୁର ଜିଲ୍ଲାରୁ- ୨୬
ଝାରସୁଗୁଡା ଜିଲ୍ଲାରୁ- ୬
କଳାହାଣ୍ଡି ଜିଲ୍ଲାରୁ- ୧୩
କନ୍ଧମାଳ ଜିଲ୍ଲାରୁ- ୪
କେନ୍ଦ୍ରାପଡା ଜିଲ୍ଲାରୁ- ୫
କେନ୍ଦୁଝର ଜିଲ୍ଲାରୁ- ୮
ଖୋର୍ଦ୍ଧା ଜିଲ୍ଲାରୁ- ୯୩
କୋରାପୁଟ ଜିଲ୍ଲାରୁ- ୧୭
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୧୪
ନବରଙ୍ଗପୁର ଜିଲ୍ଲାରୁ- ୫
ନୟାଗଡ ଜିଲ୍ଲାରୁ- ୨୧
ନୂଆପଡା ଜିଲ୍ଲାରୁ- ୧୦
ପୁରୀ ଜିଲ୍ଲାରୁ- ୮
ରାୟଗଡା ଜିଲ୍ଲାରୁ- ୩୨
ସମ୍ବଲପୁର ଜିଲ୍ଲାରୁ- ୧୭
ସୋନପୁର ଜିଲ୍ଲାରୁ- ୧୦
ସୁନ୍ଦରଗଡ ଜିଲ୍ଲାରୁ- ୧୨୧
ଷ୍ଟେଟ ପୁଲରୁ- ୧୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୯୮୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୫ ହଜାର ୮୪୩ ଏବଂ ବର୍ତ୍ତମାନ ୭ ହଜାର ୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।