ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୯୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୬୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୩
ବାଲେଶ୍ଵର ଜିଲ୍ଲାରୁ- ୧୧
ବରଗଡ ଜିଲ୍ଲାରୁ- ୯
ଭଦ୍ରକ ଜିଲ୍ଲାରୁ- ୫
ବଲାଙ୍ଗୀରି ଜିଲ୍ଲାରୁ- ୩
ବୌଦ୍ଧ ଜିଲ୍ଲାରୁ- ୩
କଟକ ଜିଲ୍ଲାରୁ- ୨୧
ଦେବଗଡ ଜିଲ୍ଲାରୁ- ୫
ଢେଙ୍କାନାଳ ଜିଲ୍ଲାରୁ- ୧୧
ଗଜପତି ଜିଲ୍ଲାରୁ- ୩୦
ଗଞ୍ଜାମ ଜିଲ୍ଲାରୁ- ୭
ଜଗତସିଂହପୁର ଜିଲ୍ଲାରୁ- ୭
ଯାଜପୁର ଜିଲ୍ଲାରୁ- ୨୩
ଝାରସୁଗୁଡା ଜିଲ୍ଲାରୁ- ୧୩
କଳାହାଣ୍ଡି ଜିଲ୍ଲାରୁ- ୩
କନ୍ଧମାଳ ଜିଲ୍ଲାରୁ- ୪
କେନ୍ଦ୍ରାପଡା ଜିଲ୍ଲାରୁ- ୧୫
କେନ୍ଦୁଝର ଜିଲ୍ଲାରୁ- ୮
ଖୋର୍ଦ୍ଧା ଜିଲ୍ଲାରୁ- ୫୩
କୋରାପୁଟ ଜିଲ୍ଲାରୁ- ୧୨
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୨୦
ନବରଙ୍ଗପୁର ଜିଲ୍ଲାରୁ- ୮
ନୟାଗଡ ଜିଲ୍ଲାରୁ- ୧୩
ନୂଆପଡା ଜିଲ୍ଲାରୁ- ୮
ପୁରୀ ଜିଲ୍ଲାରୁ- ୩
ରାୟଗଡା ଜିଲ୍ଲାରୁ- ୨୦
ସମ୍ବଲପୁର ଜିଲ୍ଲାରୁ- ୨୪
ସୁନ୍ଦରଗଡ ଜିଲ୍ଲାରୁ- ୧୬
ଷ୍ଟେଟ ପୁଲରୁ- ୧୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୮୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ ଏବଂ ବର୍ତ୍ତମାନ ୫ ହଜାର ୬୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।