ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୨୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୨
ବାଲେଶ୍ଵର ଜିଲ୍ଲାରୁ- ୧୪
ବରଗଡ ଜିଲ୍ଲାରୁ- ୯
ଭଦ୍ରକ ଜିଲ୍ଲାରୁ- ୫
ବଲାଙ୍ଗୀରି ଜିଲ୍ଲାରୁ- ୨
ବୌଦ୍ଧ ଜିଲ୍ଲାରୁ- ୧୦
କଟକ ଜିଲ୍ଲାରୁ- ୨୦
ଦେବଗଡ ଜିଲ୍ଲାରୁ- ୪
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୨୯
ଗଞ୍ଜାମ ଜିଲ୍ଲାରୁ- ୫
ଜଗତସିଂହପୁର ଜିଲ୍ଲାରୁ- ୮
ଯାଜପୁର ଜିଲ୍ଲାରୁ- ୨୦
ଝାରସୁଗୁଡା ଜିଲ୍ଲାରୁ- ୧୩
କଳାହାଣ୍ଡି ଜିଲ୍ଲାରୁ- ୫
କନ୍ଧମାଳ ଜିଲ୍ଲାରୁ- ୩
କେନ୍ଦ୍ରାପଡା ଜିଲ୍ଲାରୁ- ୧୬
କେନ୍ଦୁଝର ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୩୨
କୋରାପୁଟ ଜିଲ୍ଲାରୁ- ୯
ମାଲକାନଗିରି ଜିଲ୍ଲାରୁ- ୨
ମୟୂରଭଞ୍ଜ ଜିଲ୍ଲାରୁ- ୧୪
ନବରଙ୍ଗପୁର ଜିଲ୍ଲାରୁ- ୩
ନୟାଗଡ ଜିଲ୍ଲାରୁ- ୯
ନୂଆପଡା ଜିଲ୍ଲାରୁ- ୫
ପୁରୀ ଜିଲ୍ଲାରୁ- ୩
ରାୟଗଡା ଜିଲ୍ଲାରୁ- ୧୪
ସମ୍ବଲପୁର ଜିଲ୍ଲାରୁ- ୨୪
ସୋନପୁର ଜିଲ୍ଲାରୁ- ୩
ସୁନ୍ଦରଗଡ ଜିଲ୍ଲାରୁ- ୩୯
ଷ୍ଟେଟ ପୁଲରୁ- ୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୩୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୦ ହଜାର ୨୨୧ ଏବଂ ବର୍ତ୍ତମାନ ୪ ହଜାର ୩୨୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।