ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୩୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୩୨
ବାଲେଶ୍ଵର ଜିଲ୍ଲାରୁ-୬
ବରଗଡ ଜିଲ୍ଲାରୁ- ୮
ଭଦ୍ରକ ଜିଲ୍ଲାରୁ- ୬
ବଲାଙ୍ଗୀରି ଜିଲ୍ଲାରୁ- ୧
ବୌଦ୍ଧ ଜିଲ୍ଲାରୁ- ୩
କଟକ ଜିଲ୍ଲାରୁ- ୫
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୨୭
ଗଞ୍ଜାମ ଜିଲ୍ଲାରୁ- ୧୭
ଜଗତସିଂହପୁର ଜିଲ୍ଲାରୁ- ୨
ଯାଜପୁର ଜିଲ୍ଲାରୁ- ୫୨
ଝାରସୁଗୁଡା ଜିଲ୍ଲାରୁ- ୧୭
କଳାହାଣ୍ଡି ଜିଲ୍ଲାରୁ- ୪
କନ୍ଧମାଳ ଜିଲ୍ଲାରୁ- ୨
କେନ୍ଦ୍ରାପଡା ଜିଲ୍ଲାରୁ- ୧୨
ଖୋର୍ଦ୍ଧା ଜିଲ୍ଲାରୁ- ୨୫
କୋରାପୁଟ ଜିଲ୍ଲାରୁ- ୧
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୧୬
ନବରଙ୍ଗପୁର ଜିଲ୍ଲାରୁ- ୫
ନୟାଗଡ ଜିଲ୍ଲାରୁ- ୨
ନୂଆପଡା ଜିଲ୍ଲାରୁ- ୭
ପୁରୀ ଜିଲ୍ଲାରୁ- ୪
ରାୟଗଡା ଜିଲ୍ଲାରୁ- ୮
ସମ୍ବଲପୁର ଜିଲ୍ଲାରୁ- ୨୯
ସୋନପୁର ଜିଲ୍ଲାରୁ- ୧
ସୁନ୍ଦରଗଡ ଜିଲ୍ଲାରୁ- ୩୯
ଷ୍ଟେଟ ପୁଲରୁ- ୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୩୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୮୪୩ ଏବଂ ବର୍ତ୍ତମାନ ୩ ହଜାର ୩୭୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।