Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ନୀତିଗ୍ରସ୍ତ ଏବଂ ମାଫିଆ ତୁଷ୍ଟୀକରଣ ତୃଣମୂଳର ପ୍ରଥମ ଲକ୍ଷ୍ୟ : ନିର୍ମଳା ସୀତାରମଣ
ଆଜିର ଖବର

ଦୁର୍ନୀତିଗ୍ରସ୍ତ ଏବଂ ମାଫିଆ ତୁଷ୍ଟୀକରଣ ତୃଣମୂଳର ପ୍ରଥମ ଲକ୍ଷ୍ୟ : ନିର୍ମଳା ସୀତାରମଣ

April 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
nirmala sitharaman
nirmala sitharaman

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ରାଲିରେ ତୃଣମୂଳକୁ କଡା ସମାଲୋଚନା କରିଛନ୍ତି। ଦୁର୍ନୀତିଗ୍ରସ୍ତ ଏବଂ ମାଫିଆ ଗୋଷ୍ଠୀଙ୍କ ତୁଷ୍ଟୀକରଣ ମମତା ବାନାର୍ଜୀ ସରକାରର ପ୍ରଥମ ଲକ୍ଷ୍ୟ ବୋଲି ସୀତାରମଣ କହିଛନ୍ତି। ମାଫିଆ ଗୋଷ୍ଠୀର ତୁଷ୍ଟିକରଣରେ ସରକାର ବ୍ୟସ୍ତ ରହୁଥିବାରୁ ରାଜ୍ୟରେ ପୋଲିସ ବିଭାଗ ପ୍ରଭାବହୀନ ହୋଇ ପଡିଛି। ଏଥିପାଇଁ ପଶ୍ଚିମବଙ୍ଗମରେ ନାରଦ-ଶାରଦା ପରି ଦୁର୍ନୀତି ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେହିପରି ତୃଣମୂଳର ତ ତୁଷ୍ଟିକରଣ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ନିର୍ମଳା। ବିଜେପିର ମେଦିନିପୁର ଲୋକସଭା ପ୍ରାର୍ଥୀ ଦିଲ୍ଲୀପ କୁମାର ଘୋଷଙ୍କ ପାଇଁ ନିର୍ବାଚନ ପ୍ରଚାରରେ ତୃଣମୂଳକୁ ସମାଲୋଚନା କରିଛନ୍ତି ଏହି ରାଜ୍ୟସଭା ସାଂସଦ। ଉଲ୍ଲେଖଯୋଗ୍ୟ ଯେ, ପକଶ୍ଚିମବଙ୍ଗରେ ନିର୍ବାଚନ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମେଦିନିପୁରରେ ମେ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

mamata nirmala rally targets thesamikhsya westbengal
Share. Facebook Twitter LinkedIn Email WhatsApp Copy Link

Related Posts

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026
Latest News

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.