ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତର ପରବର୍ତ୍ତୀ ସେନା ମୁଖ୍ୟ ହେବେ। ବର୍ତ୍ତମାନ ଜେନେରାଲ ମନୋଜ ପାଣ୍ଡେ ସେନାର ଉପାଧ୍ୟକ୍ଷ ଅଟନ୍ତି। ଜେନେରାଲ୍ ଏମ୍ ନରାଭନେ ଚଳିତ ମାସ ଶେଷରେ ଅବସର ନେଉଛନ୍ତି। ଜେନେରାଲ ମନୋଜ ପାଣ୍ଡେ ପ୍ରଥମ ଇଞ୍ଜିନିୟର ହେବେ, ଯିଏ ଭାରତୀୟ ସେନାର ମୁଖ୍ୟ ହେବେ। ଭାରତୀୟ ସେନା ସେନା ମୁଖ୍ୟ
କୋଲକାତା ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗିଲେ ମେସି ପ୍ରଶଂସକ: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତାDecember 13, 2025
ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ମହାଭାରତ ଏବଂ ଗୀତା, ପ୍ରଥମ ଥର ପାଇଁ ସଂସ୍କୃତ ଅଧ୍ୟୟନ ଆରମ୍ଭDecember 13, 2025