Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ କୋଭିଡର ସାପ୍ତାହିକ ମାମଲା ୪୧% ବୃଦ୍ଧି, କିନ୍ତୁ ସ୍ଥିର ରହିଛି ମୃତ୍ୟୁ ସଂଖ୍ୟା
ଆଜିର ଖବର

ଭାରତରେ କୋଭିଡର ସାପ୍ତାହିକ ମାମଲା ୪୧% ବୃଦ୍ଧି, କିନ୍ତୁ ସ୍ଥିର ରହିଛି ମୃତ୍ୟୁ ସଂଖ୍ୟା

May 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ସପ୍ତାହ ପାଇଁ ଭାରତରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି, କିନ୍ତୁ ଗତ ସପ୍ତାହରେ ଏହି ରୋଗରେ ମୃତ୍ୟୁ ସଂଖ୍ୟାରେ କୌଣସି ବୃଦ୍ଧି ଘଟି ନ ଥିବାରୁ ଏହା ଲୋକମାନଙ୍କ ପାଇଁ ଆଶ୍ଵସ୍ତି ଆଣିଛି।

ଗତ ସପ୍ତାହରେ ଭାରତର ୨୨,୨୦୦ ଲୋକଙ୍କ ମଧ୍ୟରେ କରୋନା ନିଶ୍ଚିତ କରାଯାଇଥିଲା। ଏହାର ପୂର୍ବ ସପ୍ତାହରେ ମିଳିଥିବା ୧୫,୮୦୦ ସଂକ୍ରମିତ ତୁଳନାରେ ଏହା ୪୧% ଅଧିକ। ସେହି ସପ୍ତାହରେ କରୋନା ମାମଲାରେ ୯୬% ବୃଦ୍ଧି ଦେଖିବାକୁ ମିଳିଥିଲା। ଅଧିକାଂଶ ସଂକ୍ରମିତ ଦିଲ୍ଲୀ, ହରିୟାଣା ଏବଂ ୟୁପିରେ ଦେଖିବାକୁ ମିଳିଥିଲା। ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ଏହା ୬୮% ଅଟେ। ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶର ୨୦ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ରୋଗର ବୃଦ୍ଧି ଘଟିଛି, ଯାହା ସୂଚାଇ ଦେଉଛି ଯେ ଏହି ସଂକ୍ରମଣ ଦେଶରେ ବିସ୍ତାର କରିବାରେ ଲାଗିଛି। ତେବେ ଅଧିକାଂଶ ରାଜ୍ୟରେ ଗୋଟିଏ ସପ୍ତାହରେ ହାରାହାରି ରୋଗୀଙ୍କ ସଂଖ୍ୟା ୧ ହଜାରରୁ କମ୍ ରହିଛି।

ଦିଲ୍ଲୀ ଶୀର୍ଷରେ ରହିଛି:

ନୂତନ ଆକ୍ରାନ୍ତ ପାଇବାରେ ଦିଲ୍ଲୀ ଏହି ସପ୍ତାହରେ ଶୀର୍ଷରେ ରହିଛି। ଏପ୍ରିଲ ୨୫ ତାରିଖରୁ ମଇ ୧ ତାରିଖ ମଧ୍ୟରେ ଦିଲ୍ଲୀରେ ୯ ହଜାର ୬୮୪ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା, ଯାହା ଗତ ସପ୍ତାହରେ ୬ ହଜାର ୩୨୬ ସଂଖ୍ୟା ତୁଳନାରେ ୫୩% ଅଧିକ। ଏହି ସମୟ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ନୂତନ ମାମଲା ଦିଲ୍ଲୀରେ ୪୩% ବୃଦ୍ଧି ପାଇଥିଲା।

କୋଭିଡ ଭାରତ ମୃତ୍ୟୁ ସଂଖ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.