
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମେ ୨୯ ତାରିଖରେ ‘ମନ୍ କୀ ବାତ୍’ ନିମନ୍ତେ ବିଚାର ବିନିମୟ ଲାଗି ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଚଳିତ ମାସର ‘ମନ୍ କୀ ବାତ୍’ ନିମନ୍ତେ ଆପଣଙ୍କର ବିଚାର ବିନିମୟ ପାଇଁ ଆମନ୍ତ୍ରଣ କରୁଛି, ଯାହାର ପ୍ରସାରଣ ମେ ୨୯ ତାରିଖରେ ହେବ। ମୁଁ ନମୋ ଆପ୍ ଓ ମାଇଁଗଭରେ ଆପଣମାନଙ୍କ ଟିପ୍ପଣୀଗୁଡ଼ିକର ପ୍ରତୀକ୍ଷା କରିବି। ଆପଣମାନେ ୧୮୦୦-୧୧-୭୮୦୦ରେ ମଧ୍ୟ ନିଜର ବାର୍ତ୍ତା ରେକର୍ଡ କରାଇ ପାରିବେ।’’
Tags: ମନ୍ କୀ ବାତ୍